ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Tapaswini-Sumit case

ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ…

କଟକ: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲାରେ ଆଜି ଥିଲା ଶେଷ ମଧ୍ୟସ୍ଥତାର ତାରିଖ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ ହାଇକୋର୍ଟ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ…

ସୁମିତ-ତପସ୍ୱିନୀ ବିବାଦ: ଭରଣପୋଷଣ ନେଇ…

ବ୍ରହ୍ମପୁର: ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲାର ଆଜିର ଶୁଣାଣି ଶେଷ ହୋଇଛି। ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ଯ କରାଯିବ ।…

ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା…

ବ୍ରହ୍ମପୁର: ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି। ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଏକ ଝଟ୍‍କା ଲାଗିଛି। ସୁମିତଙ୍କ ମା ଏବଂ ଜେଜେମା ଚଳିତ ମାସରେ ଦାଖଲ କରିଥିବା ଏକ…

ତପସ୍ବିନୀ -ସୁମିତ ବିବାଦ: ତପସ୍ବିନୀଙ୍କ…

ବ୍ରହ୍ମପୁର: ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି। ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ବିନୀ ଘରେ ପ୍ରବେଶ କରିଛନ୍ତି। ହେଲେ  ତପସ୍ବିନୀଙ୍କ ଘର ପ୍ରବେଶ ପରେ ରାତି ଅଧରେ ଘର ଛାଡ଼ି ରାତିରେ ବାହାରେ ବୁଲିଲେ ଶ୍ବଶୁର କୁମାର…

ତପସ୍ବିନୀ-ସୁମିତ ପାରିବାରିକ ବିବାଦ…

ବ୍ରହ୍ମପୁର : ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତପସ୍ବିନୀ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଥିଲା। ଜିଲ୍ଲାକୋର୍ଟ ତାଙ୍କ ରାୟରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କୁ ମାସିକ ୧୭ ହଜାର…

ତପସ୍ୱିନୀ-ସୁମିତ ବିବାଦର ଆସିଲା ରାୟ

ବ୍ରହ୍ମପୁର: ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଡିମ୍ପଲ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଛି। ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବେ ଏବଂ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ। ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ…

ମାସେ ହେଲାଣି ଶ୍ବଶୁର ଘର ସାମ୍ନାରେ…

ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ନଭେମ୍ବର ୨୨ରେ ତପସ୍ୱିନୀ ବୋହୁ ବେଶରେ ତାଙ୍କ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘରକୁ…

ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ମହିଳା…

ଭୁବନେଶ୍ୱର: ଡିମ୍ପଲ ଓ ଡା: ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନେଇଛି ନୂଆ ମୋଡ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସୁମିତଙ୍କ ୭୮ ବର୍ଷୀୟ ଜେଜେ ମା ବିବାସିନୀ ସାହୁ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା…

ତପସ୍ୱିନୀ-ସୁମିତ ବିବାଦ : ସୁମିତଙ୍କ ଘର…

ବ୍ରହ୍ମପୁର : ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ମୋଡ। ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଏହାରି ମଧ୍ୟରେ ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ହଜାର ହଜାର ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ…

ତପସ୍ୱିନୀ-ସୁମିତ ବିବାଦ : SDJM…

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ।ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ।…