ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

tamilnadu

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତାମିଲନାଡୁର ଜଣେ ୟୁଟ୍ୟୁବରଙ୍କୁ ଜାମିନ ଦେବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ ମତ ମନ୍ତବ୍ୟ ରଖୁଥିବା କିମ୍ବା ସରକାରଙ୍କ…

ତାମିଲନାଡୁର ଏକ ବାଣ କାରଖାନାରେ ଭୟଙ୍କର…

ତାମିଲନାଡୁ: ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ…

ବାଣ କାରଖାନାରେ ବିସ୍ଫୋରଣ: ୯ ଜଣଙ୍କର…

ଚେନ୍ନାଇ : ତାମିଲନାଡୁର ଭିରୁଧୁନଗର ଜିଲାର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟ କରୁଛନ୍ତି।ଅଗ୍ନିଶମବିଭାଗର ସୂଚନା…

ମଦୁରାଇ ଷ୍ଟେସନ ନିକଟରେ ଟ୍ରେନ୍‌ରେ…

ତାମିଲନାଡୁ: ଟ୍ରେନ୍‌ରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ । ଅଗ୍ନିକାଣ୍ଡରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ତାମିଲନାଡୁର ମଦୁରାଇ ଷ୍ଟେସନ ନିକଟରେ ଭୋର ୫ଟା୧୫ରେ ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ…

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁର…

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ ଓ ତିରୁଭାରୁର୍ ଜିଲ୍ଲା । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ବର୍ଷା ଯୋଗୁଁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକେ ନାହିଁ ନଥିବା…

ତାମିଲ୍‌ନାଡୁ ଡିଣ୍ଡିଗୁଲ ଜିଲ୍ଲାରେ…

ମଦୁରାଇ: ତାମିଲନାଡୁରୁ ବିଚଳତି କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପୋଷା କୁକୁରକୁ ‘କୁକୁର’ କହିବାରୁ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ଡିଣ୍ଡିଗୁଲ ଜିଲ୍ଲା ଥାଜିକୋମ୍ବୁ ଥାନା ଅନ୍ତର୍ଗତ ଉଲଗମାପଟିରକୋଟମରେ ଗୁରୁବାର ଏହି ଘଟଣା ଘଟିଛି।ପୁଲିସ ସୂଚନା ଅନୁଯାୟୀ…

ଘାଟି ତଳକୁ ଖସିଲା ତୀର୍ଥଯାତ୍ରୀଙ୍କ…

ତାମିଲନାଡୁ: ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟି ତଳକୁ ଖସି ପଡିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇ ଜଣ ଆହତ ହୋଇଛନ୍ତି । ତାମିଲନାଡୁର ଥେନି ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର…

ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ବାତ୍ୟା…

ଚେନ୍ନାଇ: ସ୍ଥଳଭାଗରେ ମାଡ ହେଲା ବାତ୍ୟା ମ୍ୟାଣ୍ଡସ୍‌ । ତାମିଲନାଡୁର ଚେନ୍ନାଇ ନିକଟ ମହାବଳିପୁରମରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଏହା ଲ୍ୟାଣ୍ଡଫଲ କରିଛି । ଏହି ସମୟରେ ଘଣ୍ଟାପ୍ରତି ୮୦ରୁ ଅଧିକ କିଲୋମିଟର ବେଗରେ ପବନ ବହିଥିଲା । ପବନରେ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ କଚ୍ଚା ଘର…

ତାମିଲନାଡୁର ଏକ ବାଣ ଫ୍ୟାକ୍ଟ୍ରିରେ…

ମଦୁରାଇ: ତାମିଲନାଡୁର ମଦୁରାଇରେ ଜିଲ୍ଲା ଭଡକମ୍ପଟ୍ଟିରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାରେ…

ଆସନ୍ତୁ ଜାଣିବା ଏସିଆର ପ୍ରଥମ ମେଟାଭର୍ସ…

ପରମ୍ପରା, ରୀତିନୀତି ତଥା ଟେକ୍ନୋଲୋଜିର ସମିଶ୍ରଣରେ ଦେଖିବାକୁ ମିଳିଛି ଏକ ନିଆରା ରିସେପ୍‌ସନ। ତାମିଲନାଡୁର ଦୀନେଶ ଏସ୍‌ପି ଓ ଜନଗନନ୍ଦିନୀ ରାମାସ୍ବାମୀଙ୍କ ମେଟାଭର୍ସ ରିସେପ୍‌ସନ୍‌ ଫେବୃଆରୀ ୬ରେ ଅନୁଷ୍ଠିତ ହୋଇଥିଲା। ଏହା ଏବେ ଏସିଆର ପ୍ରଥମ ‘ମେଟାଭର୍ସ ରିସେପସନ୍‌’ ଭାବେ ପରିଚିତି ଲାଭ କରିଛି।…