ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Tamil Nadu

ତାମିଲନାଡୁରେ ବର୍ଷା ବିତ୍ପାତ, ୫…

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ । ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ  ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଫଳରେ ୫ଜିଲ୍ଲାରେ ସ୍କୁଲ ବନ୍ଦ  ରହିଛି। ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର,…

ସୁରକ୍ଷା ଅଧିକାରୀଙ୍କଠାରୁ ପିସ୍ତଲ ଆଣି…

କୋଇମ୍ବାଟୁର୍‌: ତାମିଲନାଡୁର କୋଏମ୍ବାଟୁର ଡିଆଇଜି ବିଜୟକୁମାର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍‌କୋର୍ସ ନିକଟରେ ଥିବା ରେଡ୍‌ ଫିଲଡ୍‌ସ୍‌ସ୍ଥିତ ସରକାରୀ ବାସଭବନରେ ‘ଆଇପିଏସ୍‌’ ବିଜୟକୁମାର ନିଜକୁ ଗୁଳିମାରି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ବାସଭବନରେ…

ପାଠ ପଢ଼ିବାକୁ କହିବାରୁ ଇନଷ୍ଟା କ୍ବିନ୍…

ଚେନ୍ନାଇ: ତାମିଲନାଡୁ ପେରିୟାକୁପ୍ପମରେ ଅଭାବନୀୟ ଘଟଣା ଘଟିଛି। ବାପା ପାଠ ପଢ଼ିବାକୁ କହିବାରୁ ୯ ବର୍ଷର ଝିଅ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଛି।ସୂଚନା ଅନୁଯାୟୀ, ୯ ବର୍ଷର ପ୍ରତୀକ୍ଷା ଇନଷ୍ଟାଗ୍ରାମରେ ବେଶ ଆକ୍ଟିଭ ରୁହନ୍ତି। ସାଙ୍ଗ ଓ ପଡୋଶୀ ତାଙ୍କୁ ଇନଷ୍ଟା କ୍ବିନ୍ ଭାବେ ଜାଣନ୍ତି । ରିଲ୍ସ…

ତାମିଲନାଡୁ କୁଡ୍ଡାଲୋରେ ମର୍ମନ୍ତୁଦ ସଡ଼କ…

ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାର ଟ୍ରିଚି-ଚେନ୍ନାଇ NHରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହୁ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକଙ୍କ ସମେତ ୨ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି ।ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ…

ହୋଟେଲ ୱେଟରରୁ IAS ଅଧିକାରୀ; ପଢନ୍ତୁ…

ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ପ୍ରେରଣାଦାୟକ ଖବର ଆଣିଛୁ, ଯେଉଁଠି ଜଣେ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି IAS ଅଧିକାରୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି | ୬ଟି ଅସଫଳ ପ୍ରୟାସ ପରେ ୨୦୦୮ ରେ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ସିଭିଲ ସର୍ଭିସେସ୍ ପରୀକ୍ଷାରେ ୧୫୬…

‘ନାଇଟ୍‌ ଡ୍ରାଇଭ୍‌’ ହେଲା କାଳ :…

ବେଙ୍ଗାଲୁରୁ : ସୋମବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କୋରମଙ୍ଗଲାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତାମିଲନାଡୁର ହୋସୁର ଡିଏମକେ ବିଧାୟକ ୱାଇ ପ୍ରକାଶଙ୍କ ପୁତ୍ର ଏବଂ ଭାବି ବଧୂ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ଏକ ଅଡି କ୍ୟୁ-୩ କାରରେ ବିଧାୟକ ୱାଇ ପ୍ରକାଶଙ୍କ…

ଲକଡାଉନରେ ଟଙ୍କା ଅଭାବରୁ ବାପା ସାଜିଲା…

ଚେନ୍ନାଇ: ତାମିଲନାଡ଼ୁର ଥିରୁଥାନୀ ଜିଲ୍ଲା ଅନ୍ତର୍ଗତ ଅଗୁରରେ ଏକ ଅଭବାନୀୟ ଟିତ୍ର ଦେଖିବାକୁ ମିଳିଛି। କରୋନା ଲକଡାଉନ ଜଣେ ମିଣିଷକୁ  ବଳଦ ସଜାଇଦେଇଛି। ପଖାରେ ଟଙ୍କା ନ ଥିବାରୁ  ସାଇକେଲରେ ଜଣେ ହଳ କରୁଥିବାର ଦେଖିବାକୁ ମିଳିଛି। ସେ  ନିଜେ ବଳଦ ସାଜିଥିବା ବେଳେ ପୁଅ ଧରିଛି ସାଇକେଲ ଲଙ୍ଗଳ।…

କୋଭିଡ ଆରୋଗ୍ୟ ବଟିକା ନାଁରେ ଦେଇଦେଲେ…

ଚେନ୍ନାଇ: କୋଭିଡ୍ ଆରୋଗ୍ୟ ବଟିକା ନାଁରେ ଦିଆଗଲା ବିଷ । ବିଷ କ୍ରିୟାରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୩ ଜଣ ସଦସ୍ୟ । ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଇରୋଡର କୀଜଭାନି ଗାଁର ଜଣେ ବ୍ୟକ୍ତି ତଥା ମୁଖ୍ୟ…