ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Taliban

ଆଫଗାନିସ୍ତାନରେ ପାକିସ୍ତାନ ବିରୋଧୀ…

କାବୁଲ: ଦିନକୁ ଦିନ ସୀମା ଟପୁଛି ତାଲିବାନୀର ବର୍ବରତା। ନିଜ ଦେଶର ନାଗରିକଙ୍କ ଉପରେ ମଧ୍ଯ ଗୁଳିଚାଳନା କରିବାକୁ ପଛାଉ ନାହିଁ। କାବୁଲରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନକୁ ଦମନ କରିବା ପାଇଁ ତାଲିବାନ ଗୁଳି ଚଳାଇଥିବା ଜଣାପଡ଼ିଛି।  ସୂଚନାନୁସାରେ, ପାକିସ୍ତାନକୁ ବିରୋଧ କରୁଥିବା ଶହଶହ ମହିଳା ଓ ପୁରୁଷ…

ପଞ୍ଜଶିରରେ ପାକିସ୍ତାନର ବୋମାମାଡ଼

କାବୁଲ : ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ଦଖଲ କରିବାରେ ତାଲିବାନକୁ ପାକିସ୍ତାନ ପ୍ରତ୍ୟକ୍ଷ ସହାୟତା କରିଛି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ୍‌) ବିରୋଧରେ ଲଢେଇରେ ପାକିସ୍ତାନ ତାଲିବାନ ସହ ସାମିଲ ହୋଇଥିବା ବେଳେ ଘାଟୀ ଉପରେ ପ୍ରବଳ ବୋମା ମାଡ଼ କରିଛି। ପାକିସ୍ତାନ ବାୟୁ ସେନାର ବହୁ ଯୁଦ୍ଧ…

ତାଲିବାନର ଦାବି , ପଞ୍ଜଶୀର ଉପତ୍ୟକାର 4…

କାବୁଲ: ରବିବାର ଦିନ ତାଲିବାନ ଏବଂ ପ୍ରତିରୋଧ ବାହିନୀ ଆଫଗାନିସ୍ତାନର ପଞ୍ଜଶୀର ଉପତ୍ୟକାରେ ଯୁଦ୍ଧ ଜାରି ରଖିଥିବା ବେଳେ ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ମିଡିଆ ରିପୋର୍ଟରେ ଅନୁସାରେ, ପଞ୍ଜଶିରର ୪ ଜିଲ୍ଲାକୁ ନିଜ କବଜାକୁ ନେଇ ତାଲିବାନ ଦାବି କରିଛି । ଯାହାକୁ…

ସରକାର ଗଢିବ ତାଲିବାନ

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି।…

ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର…

ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି…

ତାଲିବାନ ପଞ୍ଝାରେ ପଞ୍ଜଶୀର; ଖୁସିରେ…

କାବୁଲ: ତାଲିବାନ ପଞ୍ଝାରେ ଆଫଗାନିସ୍ତାନର ପଞ୍ଜଶୀର । ପଞ୍ଜଶୀରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ସୂତ୍ରରୁ ଖବର ମିଳିଛି । କିଛି ଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଥିବା କୁହାଯାଇଛି। କିନ୍ତୁ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି…

ଆଫଗାନିସ୍ତାନରେ ତାଲିବାନୀ ସରକାରର…

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ନୂଆ ସରକାର ଘୋଷଣା କରିଛି ତାଲିବାନ । ଆତଙ୍କ ଭିତରେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ବେହତୁଲ୍ଲା ଅଖୁନ୍ଦଜାଦାକୁ ଆଫଗାନିସ୍ତାନର…

ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ

କାବୁଲ: ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ…

ଦୀର୍ଘ ଦୁଇ ଦଶନ୍ଧିର ମିଶନ୍‌ ଶେଷ: ଆଫଗାନ…

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନାର ଚୂଡ଼ାନ୍ତ ପ୍ରତ୍ୟାହାର ଅଭିଯାନ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି।  ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ…

ତାଲିବାନ ସରକାରରେ ଯୋଗ ଦେଇପାରନ୍ତି…

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ସୂଚନାନୁସାରେ, ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି…