Browsing Tag

Taliban

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା…

କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ…

ଆଫଗାନିସ୍ତାନରେ ଦାରିଦ୍ର୍ୟର କରୁଣ…

କାବୁଲ: ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଲୋକେ ସେଠାରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏକ ମାସ ଭିତରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କେବଳ ସାମାଜିକ ନୁହେଁ ଲୋକେ ଆର୍ଥିକ ଦୃଷ୍ଟିରୁ ବେଶ ଦୁର୍ଦ୍ଦିନରେ…

କ୍ଷମତା ପାଇଁ ତାଲିବାନର ଦୁଇ ଗୋଷ୍ଠୀ…

କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ…

ଆଫଗାନିସ୍ତାନରେ ‘ଆଇପିଏଲ୍‌’ ପ୍ରସାରଣ…

କାବୁଲ : ଆରମ୍ଭ ହୋଇସାରିଛି ଫଟାଫଟ୍‌ କିକ୍ରେଟ ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ । ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି।  ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ…

ଡୋଭାଲଙ୍କୁ ଭେଟିଲେ ୩ ରାଷ୍ଟ୍ରର ଗୁଇନ୍ଦା…

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି।…

ଆଫଗାନିସ୍ତାନରେ ନୂଆ ସରକାର ଗଠନ କଲା…

କାବୁଲ: ପରିଶେଷରେ ତାଲିବାନ ଘୋଷଣା କଲା ନିଜର ନୂଆ ସରକାର । କାବୁଲ ଦଖଲର ତିନି ସପ୍ତାହ ପରେ ଆଫଗାନିସ୍ତାନରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ କରିଛି ତାଲିବାନ । ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ଏକ ନୂତନ ସରକାର ଘୋଷଣା କରିଛି। ଆଫଗାନିସ୍ତାନରେ ତାଲିବାନ…

ଆଫଗାନିସ୍ତାନରେ ପାକିସ୍ତାନ ବିରୋଧୀ…

କାବୁଲ: ଦିନକୁ ଦିନ ସୀମା ଟପୁଛି ତାଲିବାନୀର ବର୍ବରତା। ନିଜ ଦେଶର ନାଗରିକଙ୍କ ଉପରେ ମଧ୍ଯ ଗୁଳିଚାଳନା କରିବାକୁ ପଛାଉ ନାହିଁ। କାବୁଲରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନକୁ ଦମନ କରିବା ପାଇଁ ତାଲିବାନ ଗୁଳି ଚଳାଇଥିବା ଜଣାପଡ଼ିଛି।  ସୂଚନାନୁସାରେ, ପାକିସ୍ତାନକୁ ବିରୋଧ କରୁଥିବା ଶହଶହ ମହିଳା ଓ ପୁରୁଷ…

ପଞ୍ଜଶିରରେ ପାକିସ୍ତାନର ବୋମାମାଡ଼

କାବୁଲ : ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ଦଖଲ କରିବାରେ ତାଲିବାନକୁ ପାକିସ୍ତାନ ପ୍ରତ୍ୟକ୍ଷ ସହାୟତା କରିଛି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ୍‌) ବିରୋଧରେ ଲଢେଇରେ ପାକିସ୍ତାନ ତାଲିବାନ ସହ ସାମିଲ ହୋଇଥିବା ବେଳେ ଘାଟୀ ଉପରେ ପ୍ରବଳ ବୋମା ମାଡ଼ କରିଛି। ପାକିସ୍ତାନ ବାୟୁ ସେନାର ବହୁ ଯୁଦ୍ଧ…

ତାଲିବାନର ଦାବି , ପଞ୍ଜଶୀର ଉପତ୍ୟକାର 4…

କାବୁଲ: ରବିବାର ଦିନ ତାଲିବାନ ଏବଂ ପ୍ରତିରୋଧ ବାହିନୀ ଆଫଗାନିସ୍ତାନର ପଞ୍ଜଶୀର ଉପତ୍ୟକାରେ ଯୁଦ୍ଧ ଜାରି ରଖିଥିବା ବେଳେ ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ମିଡିଆ ରିପୋର୍ଟରେ ଅନୁସାରେ, ପଞ୍ଜଶିରର ୪ ଜିଲ୍ଲାକୁ ନିଜ କବଜାକୁ ନେଇ ତାଲିବାନ ଦାବି କରିଛି । ଯାହାକୁ…

ସରକାର ଗଢିବ ତାଲିବାନ

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି।…