ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Taliban Government

ତାଲିବାନର ନୂଆ ନିର୍ଦ୍ଦେଶ: ବିନା କୌଣସି…

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ…

ଭାରତ ଆଡକୁ ଢଳୁଛି ତାଲିବାନ !…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅସରଫ ଘନି ସରକାରର ପତନ ପରେ ସେଠାରେ ତାଲିବାନ ନେତୃତ୍ବରେ ଏକ ସମାବେଶୀ ସରକାର ପ୍ରତିଷ୍ଠା ହେବା ସହିତ ସ୍ଥିତିରେ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଇଥିଲା। ଏ ସମ୍ପର୍କରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ଆଲୋଚନା ବେଳେ ତାଲିବାନ ନେତାମାନେ ମଧ୍ଯ…

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା…

କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ…

ସରକାର ଗଢିବ ତାଲିବାନ

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି।…