ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

T20 World Cup 2022

ଆଜି ଟି-ଟ୍ବେଣ୍ଡି ବିଶ୍ବକପ ଫାଇନାଲ;…

ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ…

ରେକର୍ଡ କିଙ୍ଗ କୋହଲି : ବିଶ୍ବର ପ୍ରଥମ…

ଆଡିଲେଡ୍‌ : ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି ।ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ଏହି ମ୍ୟାଚରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ଏବଂ ବରାଟ କୋହଲିଙ୍କ…

ରୋହିତ ସେନାର ଆଡିଲେଡ୍‌ ବିଜୟ : ବର୍ଷା…

ଆଡିଲେଡ୍‌‌ : ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ବିପକ୍ଷ ବାଂଲାଦେଶ ମାତ୍‌ ଦେଇ ସେମିର ନିକଟତର ହୋଇଛି। ଆଜିର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ…

ରାହୁଲ-କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ :…

ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ…

ଟି-୨୦ ବିଶ୍ବକପ୍‌ରୁ ଆଉଟ ହେବ…

ପର୍ଥ : ଅଷ୍ଟ୍ରେଲିଆରେ ଚାଲିଥିବା ଟି୨- ବିଶ୍ବକପ୍‌ରୁ ଆଉଟ ହେବ ପାକିସ୍ତାନ ଟିମ୍‌। ବିଶ୍ବକପ୍‌ର ଦୁଇଟି ମ୍ୟାଚ ଲଗାତର ହାରିବା ପରେ ବିଶ୍ବପକ୍‌ରୁ ବିଦାୟ ରାସ୍ତାର ନିକଟତର ହୋଇଛି ପାକିସ୍ତାନ। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବି ଧୋଇ ଦେଇଛି ଜିମ୍ବାୱେ । ଆଜି…

ଟି-୨୦ ବିଶ୍ୱକପ୍‌କୁ ନେଇ ସଚିନ…

ନୂଆଦିଲ୍ଲୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଗତ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ବିଶ୍ୱକପ୍‌‌ର ଚଳିତ ସଂସ୍କରଣରେ ମୋଟ୍‌‌ ୧୬ ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦୁଇ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ନୂଆ ଟିମ୍‌…

ଟି-୨୦ ବିଶ୍ୱକପ୍‌ରେ ଆଉ ଏକ ବଡ଼…

ହୋବାର୍ଟ : ଅଷ୍ଟ୍ରେଲିଆରେ ଗତକାଲିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌‌ର ଅଷ୍ଟମ ସଂସ୍କରଣ।। ଚଳିତ ଟି-୨୦ ବିଶ୍ୱକପ୍‌‌ର ଆରମ୍ଭରୁ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଗତକାଲି ବିଶ୍ୱକପରେ ଏସିଆ କପ୍‌‌ରେ ଭାରତ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ମାତ୍‌‌ ଦେଇଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌‌ରେ…

ଟି-୨୦ ବିଶ୍ୱକପ୍‌‌ ଆରମ୍ଭରୁ ବଡ଼…

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ତେବେ ଚଳିତ ବିଶ୍ବକପ୍‌ ଆରମ୍ଭ ରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫…

ଟି-୨୦ ବିଶ୍ବକପରୁ ଦୀପକ ଚହର ବାଦ୍,…

ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ପିଠି ଆଘାତ ଯୋଗୁଁ ଦ୍ରୁତ ବୋଲର ଦୀପକ ଚହର ଏହି ମେଗା ଇଭେଣ୍ଟରୁ ବାଦ୍ ପଡିଛନ୍ତି । ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗଦେବେ । …

ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ…

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ବିଶ୍ୱକପ୍…