ରହସ୍ୟ ଘେରରେ ସଫ୍ଟୱେୟାର ଇଞ୍ଜିନିୟର…
ଭୁବନେଶ୍ୱର : ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା ଏବେ ଭିନ୍ନମୋଡ଼ ନେଇଛି। ଏହି ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷବନ୍ଧୁଙ୍କ ହାତଥିବା ନେଇ ଶ୍ୱେତାଙ୍କ ପରିବାର ଲୋକେ ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କୁ ତାଙ୍କ ପୁରୁଷବନ୍ଧୁ ଶାରୀରିକ,…