ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ…
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍ବିଶିଷ୍ଟ ଟି-୨୦ ସିରିଜ ଲାଗି ଶନିବାର ଘରୋଇ ଭାରତୀୟ ଦଳ ଘୋଷଣା କରାଯାଇଛି। ଋଷଭ ପନ୍ତ ଘୋଷିତ ୧୯ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଏଥିସହ ସୀମିତ ଓଭର କ୍ରିକେଟକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅସ୍ଥିର ପ୍ରଦର୍ଶନ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସୀମିତ…