ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Suryakiran Air Show

ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ…

ପୁରୀ : ଭୁବନେଶ୍ୱର ପରେ ପୁରୀରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ ଅନୁଷ୍ଠିତ ହୋଇଛି । ବ୍ଲୁ ଫ୍ଲାଗ ବିଚ୍ ବେଳାଭୂମିରେ ବାୟୁସେନା ପକ୍ଷରୁ ହୋଇଛି ଚିତ୍ତାକର୍ଷକ ଏୟାର ସୋ। ବେଳାଭୂମି ଆକାଶରେ ୯ଟି ହକ ବିମାନ ନିଜ ନିଜର ଅଭିନବ କଳା କୌଶଳ ପ୍ରଦର୍ଶନ କରିଛନ୍ତି।ହକ ବିମାନଗୁଡିକ…

ଭୁବନେଶ୍ୱର ପରେ ପୁରୀ ଆକାଶରେ ଗର୍ଜିଲା…

ପୁରୀ: ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ଆସନ୍ତାକାଲି ପୁରୀରେ ଶୋ’ ହେବାକୁ ଥିବାବେଳେ ଆଜି ଫୁଲ ଡ୍ରେସ ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଥିବାରୁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ ।…

ରାଜଧାନୀ ଆକାଶରେ ଜଲୱା ଦେଖାଇଲେ…

ଭୁବନେଶ୍ୱର: ଆକାଶରେ ଗର୍ଜିଲା ବାୟୁସେନାର ୯ ଲଢୁଆ ହକ୍ ବିମାନ । ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ଦମ୍ । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌। ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ଲଢୁଆ ବିମାନ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ ।…

ଆଜି ରାଜଧାନୀରେ ହେବ ‘ସୂର୍ଯ୍ୟକିରଣ ଏୟାର…

ନନ୍ଦନକାନନ/ଭୁବନେଶ୍ୱର: ଆଜି ରାଜଧାନୀରେ ଦମ୍ ଦେଖାଇବ ସୂର୍ଯ୍ୟକିରଣ । ଆୟୋଜିତ ହେବ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ । ବଳ ଦେଖାଇବ ବାୟୁସେନା । ସମରକଳା ପ୍ରଦର୍ଶନ କରିବେ ବାୟୁସେନା ଅଧିକାରୀ । କୁଆଖାଇ ନଦୀପଠାରେ ପୂର୍ବାହ୍ନ ୧୦ଟା ୧୫ରୁ ୧୧ଟା ୧୫ ମିନିଟ ଏକ ଘଣ୍ଟାର ଶୋ’ । ମାର୍କ-୧୨୩ ଲଢୁଆ…