ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Supreme Court

ସମଲିଙ୍ଗୀ ବିବାହକୁ ନେଇ ‘ସୁପ୍ରିମ’ ରାୟ:…

ନୂଆଦିଲ୍ଲୀ: ଆଜି ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଐତିହାସିକ ରାୟ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ,  କୋର୍ଟ ଆଇନ ତିଆରି କରିପାରିବେ ନାହିଁ ।  ଏହା କେବଳ ଏହାର ବ୍ୟାଖ୍ୟା ଏବଂ…

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ…

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଥିବା ବେଳେ କାଲି ଆସିବ ‘ସୁପ୍ରିମ’ ରାୟ। ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା କାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି…

୮୨ ବର୍ଷୀୟ ମହିଳାଙ୍କ ସ୍ପର୍ଶକାତର…

ନୂଆଦିଲ୍ଲୀ: ‘ମୁଁ ବିବାହିତା । ଛାଡପତ୍ର ପାଇଥିବା ମହିଳା ଭାବେ ମରିପାରିବି ନାହିଁ । ଏହି ଇଚ୍ଛା ପୂରଣ ହେଉ ।’ ଛାଡ଼ପତ୍ର ପାଇବାକୁ ଯାଉଥିବା ଜଣେ ୮୨ ବର୍ଷୀୟ ମହିଳାଙ୍କ ଏହି ସ୍ପର୍ଶକାତର ଅନୁରୋଧକୁ ସହୃଦୟତାର ସହ ବିଚାର କରିଛନ୍ତି ସୁପ୍ରିମକୋର୍ଟ । ବୃଦ୍ଧାଙ୍କ ଅନୁରୋଧ ରକ୍ଷା କରି ତାଙ୍କର ୮୯ ବର୍ଷ…

ଗର୍ଭପାତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ଗର୍ଭପାତକୁ ନେଇ ଏବେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ବେଳେ ଗତକାଲି ଏହି ପ୍ରସଙ୍ଗରେ ଦୁଇ ଖଣ୍ଡପୀଠ ଭିନ୍ନ ମତ ପୋଷଣ କରିଥିଲେ। ତେବେ ଏହି ପ୍ରସଙ୍ଗରେ ଆଗତ ଆଉ ଏକ ଯାଚିକାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଗର୍ଭସ୍ଥ ଶିଶୁର ଅଧିକାରକୁ ଛିନ୍ନ କରି ହେବ ନାହିଁ…

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ;…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଜଣେ ମୂକବଧିର ଓକିଲ ସାରା ସନ୍ନି ମାମଲା ଲଢ଼ିଛନ୍ତି। ସେ ସାଙ୍କେତିକ ଭାଷାରେ ବିତର୍କ କରିଛନ୍ତି। ସୌରଭ ରାୟ ତାଙ୍କ ଅନୁବାଦକ ଭାବେ କାର୍ଯ୍ୟ କରିଛନ୍ତି। ସେ ସାରାଙ୍କ ସାଙ୍କେତିକ ଭାଷାକୁ ଅନୁବାଦ କରି ସୁପ୍ରିମକୋର୍ଟଙ୍କୁ…

ମିଡିଆ ଟ୍ରାଏଲକୁ ସୁପ୍ରିମକୋର୍ଟଙ୍କ ନା,…

ନୂଆଦିଲ୍ଲୀ,୧୩ା୯(ଏଜେନ୍ସି): ‘ମିଡିଆ ଟ୍ରାଏଲ’କୁ ସୁପ୍ରିମକୋର୍ଟ ନା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମିଥ୍ୟା ଖବର ପ୍ରସାରଣ ଦ୍ବାରା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି। ଅପରାଧୀକୁ ନେଇ ସଂଶୟ ରହୁଛି। ମିଡିଆ ଟ୍ରାଏଲ ଦ୍ବାରା ନ୍ୟାୟ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ;…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ବୈଧ କୁହାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଏମାନେ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ। ବୈଧ ସନ୍ତାନ ପରି…

ମୃତ୍ୟୁକାଳୀନ ବୟାନ ଦୋଷୀ ସାବ୍ୟସ୍ତର…

ନୂଆଦିଲ୍ଲୀ: ମୃତ୍ୟୁ ପୂର୍ବର ବୟାନ ସବୁବେଳେ ଦୋଷ ସାବ୍ୟସ୍ତର ଆଧାର ହୋଇ ନ ପାରେ। ମୃତ୍ୟୁ ପୂର୍ବରୁ ପୀଡ଼ିତ ଦେଇଥିବା ମନ୍ତବ୍ୟ ଉପରେ ସନ୍ଦେହ ସୃଷ୍ଟି ହେଲେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ୨୦୧୪ର ତିନି ଜଣଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡ ପାଇଥିବା…

ମୋଦୀ ସରନେମ୍ ମାମଲା: ରାହୁଲଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ: ମୋଦୀ ସରନେମକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ଆଜି ଆଶ୍ବସ୍ତି ମିଳିଛି। ରାହୁଲଙ୍କ ମନ୍ତବ୍ୟ ଅପମାନ ଜନକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ…

ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ASI…

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗ । ଏଏସ୍‌ଆଇ ସର୍ଭେ ଉପରେ ସାମୟିକ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍ ଲାଗିଲା । ଏହି ସମୟ ମଧ୍ୟରେ ମୁସଲିମ ପକ୍ଷଙ୍କୁ ଆବେଦନ ପାଇଁ ପରାମର୍ଶ ଦିଆଯାଇଛି। ଏହି ଅବଧି…