Browsing Tag

Supreme Court

ଅନଲାଇନ୍ ପାଠପଢ଼ା ସମୟରେ ସ୍କୁଲ୍ ଫି’…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାଭୟତା ଯୋଗୁଁ ବନ୍ଦ ଅଛି ସ୍କୁଲ୍ । ଏବେ ଚାଲିଛି କେବଳ ଅନଲାଇନ୍ କ୍ଲାସ୍ । ଏହାରି ଭିତରେ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିର ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ସ୍କୁଲ୍ ବନ୍ଦ ରହିଛି । କ୍ୟାମ୍ପସରେ ଦିଆଯାଉଥିବା ସୁବିଧା ଲାଗି ଖର୍ଚ୍ଚ…

ସରକାରୀ କର୍ମଚାରୀ ହୋଇପାରିବେ ନାହିଁ…

ନୂଆଦିଲ୍ଲୀ :  ସରକାରୀ କର୍ମଚାରୀ ଥିବା କୌଣସି ବ୍ୟକ୍ତି ନର୍ବିାଚନ କମିଶନର ହୋଇ ପାରିବେ ନାହିଁ। ଯେକୌଣସି ରାଜ୍ୟର ନିର୍ବାଚନ କମିସନର୍‌ ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର…

କେନ୍ଦ୍ରକୁ ସୁୁପ୍ରିମକୋର୍ଟଙ୍କ ନୋଟିସ :…

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନ ଉତ୍ତରାଧିକାର ଆଇନ ପ୍ରବର୍ତ୍ତନ ଦାବିରେ ଦାଖଲ ପିଟିସନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏବେ ଦେଶରେ ଅଲଗା ଅଲଗା ଧର୍ମ ଏବଂ ଲିଙ୍ଗ ଆଧାରରେ ଭିନ୍ନ ଭିନ୍ନ ଆଇନ ରହିଛି। ପିଟିସନକାରୀ କହିଛନ୍ତି ଯେ ପ୍ରତ୍ୟେକ…

୧୮ ବର୍ଷ ନୁହେଁ ବରଂ ସ୍ନାତକ ଯାଏଁ ପୁଅର…

ନୂଆଦିଲ୍ଲୀ  : ସ୍ନାତକ (ଗ୍ରାଜୁଏସନ୍‌)କୁ ନୂତନ ମୌଳିକ ଶିକ୍ଷା ଭାବରେ ନେଇ ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅକୁ ୧୮ ବର୍ଷ ନୁହେଁ, ବରଂ ସ୍ନାତକ (ଗ୍ରାଜୁଏସନ୍‌) ପର୍ଯ୍ୟନ୍ତ ତା’ର ଖର୍ଚ୍ଚ ଦେବା ପାଇଁ କହିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ଏମ.ଆର. ଶାହାଙ୍କୁ ନେଇ ଗଠିତ ଏକ…

କେନ୍ଦ୍ରର ସୋସିଆଲ ମିଡିଆ ମାର୍ଗଦର୍ଶିକା…

ନୂଆଦିଲ୍ଲୀ : ଓଟିଟି ଫ୍ଲାଟଫର୍ମ ଓ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ମାର୍ଗଦର୍ଶିକା ପ୍ରଭାବହୀନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ଅପବ୍ୟବହାରକୁ ରୋକିବା ପାଇଁ କଠୋର ଆଇନ ଏବଂ ନିୟମ ଆଣିବା ଲାଗି କୋର୍ଟ କେନ୍ଦ୍ରକୁ କହିଛନ୍ତି। କେନ୍ଦ୍ରର ମାର୍ଗଦର୍ଶିକାକୁ…

ସରକାରଙ୍କ ନୀତିିକୁ ବିରୋଧ କରିବା କିମ୍ବା…

ନୂଆଦିଲ୍ଲୀ : ସରକାରଙ୍କ ନୀତିିକୁ ଯଦି କୌଣସି ବ୍ୟକ୍ତି ବିରୋଧ କରେ କିମ୍ବା ସରକାରଙ୍କ ବିଚାରଧାରା ଉପରେ ଆପତ୍ତି ଉଠାଏ ତେବେ ତାହାକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ମାମାଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସୂଚନାଅନୁସାରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ଶୁଣାଣିର ବିଚାରରେ କୋର୍ଟ କହିଛନ୍ତି ଯେ, ହିନ୍ଦୁ ମହିଳା ବାପ ଘରର ଲୋକମାନଙ୍କୁ ନିଜ ସମ୍ପତ୍ତିରେ ଉତ୍ତରାଧିକାରୀ ଭାବରେ ବିବେଚିତ କରିପାରିବେ । ଏପରିକି ପରିବାର ସଦସ୍ୟଙ୍କୁ ପରିବାର ବାହାର ବ୍ୟକ୍ତି ଭାବରେ ବିବେଚନା…

ନୂଆ ଗୋପନୀୟତା ନୀତିକୁ ନେଇ ଫେସବୁକ୍ ଓ…

ନୂଆଦିଲ୍ଲୀ: ଲୋକଙ୍କ ଗୋପନୀୟତା ଚୋରି ତଥା ସେମାନଙ୍କ ଗୋପନୀୟ ତଥ୍ୟକୁ ନେଇ ଦୁଇ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ବ୍ୟବସାୟ କରୁଛନ୍ତି ବୋଲି ଆସିଥିବା ଅଭିଯୋଗକୁ ଭାରତର ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଏହି ଦୁଇ ସୋସିଆଲ୍ ମିଡିଆ କମ୍ପନୀକୁ ନୋଟିସ୍ ଜାରି…
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications