Browsing Tag

supreme court of india

ଅନଲାଇନ୍ ପାଠପଢ଼ା ସମୟରେ ସ୍କୁଲ୍ ଫି’…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାଭୟତା ଯୋଗୁଁ ବନ୍ଦ ଅଛି ସ୍କୁଲ୍ । ଏବେ ଚାଲିଛି କେବଳ ଅନଲାଇନ୍ କ୍ଲାସ୍ । ଏହାରି ଭିତରେ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିର ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ସ୍କୁଲ୍ ବନ୍ଦ ରହିଛି । କ୍ୟାମ୍ପସରେ ଦିଆଯାଉଥିବା ସୁବିଧା ଲାଗି ଖର୍ଚ୍ଚ…

ସୁପ୍ରିମକୋର୍ଟର ୫୦ ପ୍ରତିଶତ…

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ ପୁଣି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହ ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ ମିଳିବାପରେ ସର୍ବୋଚ୍ଚ ଅଦାଲତ ପରିସରରେ ଆତଙ୍କ ଖେଳିଯାଇଛି। ସମସ୍ତ ବିଚାରପତି ଘରେ ରହି କାମ କରିବେ । ୧ ଘଣ୍ଟା…

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମନା । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ମାରିଛନ୍ତି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଗାଜେଟ ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। ଜଷ୍ଟିସ୍…

ଆଉ ବଢ଼ିବନି ଲୋନ୍‌ ମୋରାଟୋରିୟମ-…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଋଣ ମୋରାଟୋରିୟମ୍‌ ପ୍ରସଙ୍ଗ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ…

ଶାଶୂ ଘରେ ପତ୍ନୀଙ୍କୁ ମାଡ ମରାଗଲେ…

ନୂଆଦିଲ୍ଲୀ: ସ୍ତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶାଶୁ ଘରେ ଯଦି ସ୍ତ୍ରୀକୁ କୌଣସି ଆଘାତ ଦିଆଯାଏ ସେଥିପାଇଁ ସ୍ବାମୀ ଦାୟୀ ରହିବେ। ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏପରି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ…

ଦୁଷ୍କର୍ମକାରୀକୁ ବିବାହ କରିବାକୁ କେବେ…

ନୂଆଦିଲ୍ଲୀ : ବଳାତ୍କାର ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କହିଥିବା ବିବାଦ ଉପରେ ପ୍ରଧାନ ବିଚାରପତି ଏସ୍ ବୋବଡେ ନିଜର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ହୋଇଥିବା ବଳାତ୍କାର ମାମଲାର ଶୁଣାଣି ସମୟରେ ତାଙ୍କର…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ପୁଣି ଥରେ ଦୋହରାଇଛନ୍ତି ଯେ ପତ୍ନୀ ସ୍ୱାମୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି। କୋର୍ଟ କହିଛନ୍ତି ଯେ, ପତ୍ନୀଙ୍କୁ  ବାଧ୍ୟବାଧକତ କରାଯାଇ ପାରିବ ନାହିଁ ସ୍ୱାମୀଙ୍କ ସହ ରହିବା ପାଇଁ। ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ବି ସ୍ୱାମୀ ଏଥିପାଇଁ…
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications