ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sulochana Das

ଓଡ଼ିଶାକୁ ଆଉ ଏକ ଜାତୀୟ ସ୍ବୀକୃତି:…

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି।…

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜଳସେବା…

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିୁଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଶିତ ରଞ୍ଜନ ଦାସଙ୍କ ନେତୃତ୍ବରେ ଆପୋଲେ ରୋଡ ନିକଟରେ ଜଳସେବା କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏହି ଜଳସେବା…

ସଫେଇ କର୍ମୀଙ୍କ ସଫା ହୃଦୟ: ଅଳିଆ ଗଦାରୁ…

ଭୁବନେଶ୍ୱର :ଅଳିଆ ସହ ଦିନ ରାତି କାଟୁଥିବା ମହିଳାଙ୍କୁ ସୁନାର ଲୋଭ ସ୍ପର୍ଶ କରି ନାହିଁ। ମାସ ସାରା କାମ କରି ଟଙ୍କା କେଇଟା ରୋଜଗାର କରୁଥିଲେ ବି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ହାରକୁ ତୁଚ୍ଛ କରି ଦେଇଛନ୍ତି ସ୍ୱଚ୍ଛ କର୍ମୀ ପୂଜା ସିଂ। ମହିଳା ସ୍ୱଚ୍ଛ କର୍ମୀ ପୂଜା ସିଂଙ୍କ ଏହି ମହତପଣିଆ…

ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ…

ଭୁବନେଶ୍ବର: ଭୁବନେଶ୍ୱରରେ ବିଏମସି ପକ୍ଷରୁ ପ୍ରତିଷ୍ଠା ହେବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ। ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଏମସିର ଏକ ଟିମ ସ୍ଥାନ ଚିହ୍ନଟ କରିଛନ୍ତି। ସିଆରପିଏଫ ଛକରେ ବିସ୍ତୃତ ଜମିକୁ ଚିହ୍ନଟ କରାଯାଇଛି । ଅନ୍ୟୁନ ୫୦ଟି ଦୋକାନର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।…

‘ଜାଗା ମିଶନ’ରେ ଯୋଗାଯାଉଛି ମୌଳିକ…

ଭୁବନେଶ୍ୱର:ଚଳିତବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱର ବସ୍ତିମୁକ୍ତ ସହର ହେବ। ସହରରେ ଥିବା ୪୩୬ଟି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ଆଦର୍ଶ କଲୋନୀରେ ପରିଣତ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀର ୧୩୫ଟି ବସ୍ତିର ଚେହେରା ବଦଳି ସାରିଥିବା ବେଳେ ଏଗୁଡ଼ିକୁ ଏବେ ବିଏମ୍‍ସି…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ, ବାତ୍ୟା ଆସିଲେ କିପରି ମୁକାବିଲା କରାଯିବ ସେନେଇ ଟିକିନିଖି ଆଲୋଚନା କରାଯାଇଛି।…

ଫ୍ରି ଓ୍ବାଇଫାଇ ସହର ହେବ ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେବ ଫ୍ରି ଓ୍ବାଇଫାଇ ସହର। ସ୍ମାର୍ଟସିଟିର ଟାର୍ଗେଟରେ ୧୮ ଶହ ପଏଣ୍ଟ। କାର୍ଯ୍ଯକ୍ଷମ ହୋଇ ସାରିଛି ୧ ହଜାର ୩୫୦ ପଏଣ୍ଟ। ଦୈନିକ ହାଇସ୍ପିଡ଼ ନେଟଓ୍ବର୍କ ସହ ଉପଲବ୍ଧ ହେବ ମାଗଣା ୫୦ ଏମବି। ସ୍ମାର୍ଟସିଟିକୁ ସ୍ମାର୍ଟ କରିବ ଅତ୍ୟାଧୁନିକ ଯୋଜନା । ସମସ୍ତଙ୍କୁ ମିଳବ…