Browsing Tag

suicide

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ…

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ଵାସରୁଦ୍ଧ ହୋଇ ଘଟିଛି ମୃତ୍ୟୁ ବେକ ବ୍ୟତୀତ ଶରୀର ର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ଆଉ କିଛି ସମୟ ପରେ ଚନ୍ଦ୍ରଶେଖରପୁର ଥାନାରେ ପହଁଚିବ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଆଧାରରେ…

କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା :…

କରୋନା ମହାମାରୀ ହେତୁ ଜନଗଣନା ସମ୍ଭବପର ହୋଇପାରି ନ ଥିଲେ ମଧ୍ୟ ବୈଦେଶିକ ମନ୍ତ୍ରାଳୟର ୱେବସାଇଟ୍‍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଯାହାଫଳରେ ଭାରତ ସମଗ୍ର ବିଶ୍ୱରେ ଚୀନ ପରେ ଅଧିକ ଜନ ସାନ୍ଦ୍ରତା ବିଶିଷ୍ଟ ରାଷ୍ଟ୍ର ଓ ଏଥିସହିତ…

ବ୍ଲାକ୍ ଫଙ୍ଗସରେ ପତ୍ନୀଙ୍କ ମୃତ୍ୟୁକୁ…

କର୍ଣ୍ଣାଟକ: ବ୍ଲାକ୍ ଫଙ୍ଗସ ରୋଗରେ ଚାଲିଗଲା ପତ୍ନୀଙ୍କ ଜୀବନ । ପତ୍ନୀଙ୍କ ମୃତ୍ୟୁର ଦୁଃଖକୁ ସହିପାରିଲେନି ପୂର୍ବତନ ସେନାଧିକାରୀ । ଶେଷରେ ମାନସିକ ଭାରସାମ୍ୟ ହରାଇ ନିଜ ୪ ପିଲାଙ୍କ ସହ ନିଜେ ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ପିସିଆର ଭ୍ୟାନ୍‍ ଆଗରେ ଅଭାବନୀୟ କାଣ୍ଡ :…

ଭୁବନେଶ୍ୱର : ଏୟାରପୋର୍ଟ ଥାନା ଅଧୀନ ଗଙ୍ଗନଗର ପାଞ୍ଚସଖା ମଠ ନିକଟରେ ପିସିଆର ଭ୍ୟାନ୍‍ ଆଗରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ସୁରକ୍ଷାକର୍ମୀ କୃଷ୍ଣଚନ୍ଦ୍ର ଦାସ(୪୨)। କୃଷ୍ଣଙ୍କ ଘର ଶରଣକୁଳ ନୟାଗଡ଼଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ରାଜଧାନୀ ଗଙ୍ଗନଗର ଅଞ୍ଚଳରେ ରହି ଘରୋଇ ସଂସ୍ଥାରେ…

ଟ୍ରେନ୍ ଆଗକୁ ଡେଇଁ ୫ ଝିଅଙ୍କ ସହ ମାଆର…

ରାୟପୁର : ପାରିବାରିକ କଳହକୁ ନେଇ ନିଜର ୫ କନ୍ୟା ସନ୍ତାନଙ୍କ ସହ ମାଆ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାର ବେମଚା ଗ୍ରାମରେ ରହୁଥିବା ଉମା ସାହୁ…

୪୪ ବର୍ଷୀୟା ପ୍ରେମିକାଙ୍କୁ ବିବାହ ପାଇଁ…

ଭୁବନେଶ୍ୱର : ପ୍ରେମରେ ବାଧକ ସାଜିଲା ବୟସ। ପ୍ରେମିକାର ବୟସ ୪୪ ଥିବା ବେଳେ ପ୍ରେମିକର ବୟସ ମାତ୍ର ୨୫ ବର୍ଷ। ଶେଷରେ ପ୍ରେମିକ ବିବାହ କରିବା ପାଇଁ ମନାକରି ଦେବାରୁ ମାନସିକ ଭାରସାମ୍ୟ ହରାଇ ପ୍ରେମିକା କରିଛନ୍ତି ଆତ୍ମହତ୍ୟା। ଏଭଳି ଘଟଣା ଖଣ୍ଡଗିରି ଥାନା ଜାଗମରା ଶିଦ୍ଧେଶ୍ବର ନଗରରେ ଦେଖିବାକୁ…