Browsing Tag

subarnapur

ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି…

ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍‌ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍‌ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ…

ସାପ କାମୁଡ଼ାରେ ପୃଥକ ପୃଥକ ସ୍ଥାନରେ ଜଣେ…

ଉଲୁଣ୍ଡା/ ତେଲକୋଇ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ଯୁ ଘଟିଛି। ମୃତ ମହିଳା ଜଣକ ସିଣ୍ଢୋଲ ଗ୍ରାମର ସୌଭାଗିନୀ ଅମାତ (୩୨) ବୋଲି ଜଣାପଡିଛି। ସୂଚନା ମୁତାବକ, ସୌଭାଗିନୀ ଆଜି ସକାଳ ସମୟରେ ନିଜ ବିଲକୁ କାମକରିବା ପାଇଁ…

ଦୁଇ ପୁଲିସ୍ କର୍ମଚାରୀଙ୍କୁ ନେଇ…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନେଇ ବଡ ଜୋରରେ ଚର୍ଚ୍ଚା ଚାଲିଛି। ଜଣେ ହେଲେ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ ଅନ୍ୟ ଜଣେ ହେଲେ ସୁନାମାଟିର ସୁନାପୁଅ ଦେବଦତ୍ତ ବେହେରା। ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ପୁଲିସ୍‌ ବିଭାଗର ଦାୟିତ୍ୱ ସଂପନ୍ନ…

ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍…

ଉଲୁଣ୍ଡା: ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଡକାୟତି। ଚୋତ ଡକାୟତମାନଙ୍କ ପାଦୁର୍ଭାବ ବଢିଚାଲିଥିବା ବେଳେ ରୋକିବାରେ ବିଫଳ ହେଉଛି ପୁଲିସ ପ୍ରଶାସନ। ଲୁଟେରା କେତେବେଳେ ରାତି ଘରକୁ ପସି ବନ୍ଧୁକ ଦେଖାଇ ଟଙ୍କା ପଇସା ଲୁଟି ନେଉଥିବା ବେଳେ କେତେବେଳେ ଦିନ ଦ୍ବିପହରରେ ସୁନସାନ ରାସ୍ତା ଦେଖି…

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା ପାଳିତ ହୋଇଯାଇଛି। ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରିତୀ ନିତୀରେ ଏହି ରଥଯାତ୍ରା ପାଳନ କରାଯାଉଥିଲା। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ…

‘ଏଭଳି ଦୁଃଖ କାହାକୁ ନମିଳୁ’:…

ସୋନପୁର:ମାଆଙ୍କ ପ୍ରଥମ ବାର୍ଷିକି ଶ୍ରାଦ୍ଧର ଆୟୋଜନ ପାଇଁ କର୍ମସ୍ଥଳୀ ନାଗାଲାଣ୍ଡରୁ ନିଜ ଘର ସୋନପୁରକୁ ଆସୁଥିଲେ। ତେବେ ତାହା ସମ୍ଭବ କରାଇ ଦେଲାନି ବିଧାତା। ନିଜେ ପହଞ୍ଚିବା ବଦଳରେ ଛଅ ଦିନ ପରେ ଘରେ ପହଞ୍ଚିଲା ସିଆର୍‍ପିଏଫ୍‍ ଯବାନ ପ୍ରତାପ ନାଏକଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ଖବର ସୋନପୁର…

ତମ୍ବାନାଗର ଯାଦୁଗର ପ୍ରଶାନ୍ତ

ସୋନପୁର: ସୋନପୁର ସହରର ପଟାଭାଡି ନିବାସୀ ପ୍ରଶାନ୍ତ ମେହେରଙ୍କ କୌଳିକ ବୃତ୍ତି ହେଲା ଲୁଗା ବୁଣିବା। ତନ୍ତ ଶିଳ୍ପରେ ଖୁବ୍‍ ଖ୍ୟାତି ଅର୍ଜନ କରିଥିଲେ ପ୍ରଶାନ୍ତଙ୍କ ପୂର୍ବଜ। ତେବେ ପାରମ୍ପରିକ ବୃତ୍ତିରୁ କିଛି ଅଲଗା କରି ଦେଖାଇବାର ମନ ବଳାଇଲେ ପ୍ରଶାନ୍ତ। ତେଣୁ ତନ୍ତଶିଳ୍ପ ଛାଡି ତମ୍ବା ନାଗ ତିଆରି…

ଦେଉଳଝରିର ଅନ୍ୟତମ ଆକର୍ଷଣ ‘ଟଙ୍କା ଗଛ’

ସୋନପୁର: ଟଙ୍କା କଣ ଗଛରେ ଫଳେ ? ଏହି ଉକ୍ତିକୁ ନେଇ କିଛି ବର୍ଷ ହେଲା ଭାରତୀୟ ରାଜନୀତିରେ ଖୁବ୍‍ ଝଡ ଉଠିଛି। ତେବେ ସୋନପୁର ଜିଲ୍ଲା ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ ଦେଉଳଝରି ପାହାଡର ଅନ୍ୟତମ ଆକର୍ଷଣ ସାଜିଛି ଏଠାରେ ଥିବା ଟଙ୍କା ଗଛ। ଗୋଟିଏ କି ଦୁଇଟା ନୁହେଁ, ଗୁମ୍ଫା ନିକଟରେ ରହିଛି ଏଭଳି ବହୁ…

ଟ୍ରକରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ନଳିନୀ ଛକ ନିକଟରେ ଏକ ଟ୍ରକ ଉପରେ ଚଢାଉ କରି ସୋନପୁର ଥାନା ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ସିଜି- ୧୦ ସି ୯୭୬୦ ନମ୍ବର ବିଶିଷ୍ଟ ଏକ ବଡ଼ ଟ୍ରକରେ ରାଜ୍ୟ…

ବସରେ କଟୁଛି ଜୀବନ: ରାଜୁଙ୍କ ପାଇଁ ବସ୍…

ସୋନପୁର: ରାଉରକେଲା ନିବାସୀ ରାଜୁ ବରାଡ। ୪-୫ ବର୍ଷ ହେବ ବଲାଙ୍ଗିର-ଭୁବନେଶ୍ୱର ବସରେ ଡ୍ରାଇଭର ଭାବେ କାମ କରନ୍ତି। ତେବେ ଲକଡାଉନ ଯୋଗୁଁ ବସ୍ ବନ୍ଦ ହୋଇଥିବାରୁ ଏବେ ହାତ ବାନ୍ଧି ବସି ରହିଛନ୍ତି। ତେବେ ଘରକୁ ଫେରିଲେ କଣ କରିବେ ରାଜୁ। କେଉଁଠୁ ପରିବାର ଲୋକଙ୍କୁ ପଇସା ଯୋଗାଡ କରି ଦେବେ। ରାଉରକେଲା…