Browsing Tag

starlink internet

ଭାରତରେ ହାଇସ୍ପିଡ ଇଣ୍ଟରନେଟ୍ ସେବା…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଏଲନ୍ ମସ୍କଙ୍କ ନାମ ଶୁଣିଥିବେ। ଆମେ ସେହି ଏଲନ୍ ମସ୍କ ବିଷୟରେ କହୁଛୁ ଯିଏ ଟେସଲାର ସିଇଓ ଏବଂ ଗୋଟିଏ ଟ୍ୱିଟ୍ ପରେ ଅନ୍ୟ କମ୍ପାନୀର ସେୟାର ଆକାଶଛୁଆଁ ହୋଇଯାଇଥାଏ। ଏଲନ୍ ମସ୍କ ବର୍ତ୍ତମାନ ରିଲାଏନ୍ସ  ଜିଓ ଏବଂ ଭାରତର ଅନ୍ୟ ଟେଲିକମ୍କୁ କଡ଼ା ପ୍ରତିଯୋଗିତା ଦେବାକୁ ଯାଉଛନ୍ତି।…