ଚାକିରୀ ଆଶାୟୀଙ୍କ ପାଇଁ ବମ୍ଫର ନିଯୁକ୍ତି…
ଭୁବନେଶ୍ବର : କର୍ମଚାରୀ ଚୟନ ଆୟୋଗ(ଏସଏସସି) ପକ୍ଷରୁ ୨୪ ହଜାରରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ପଦରେ ନିଯୁକ୍ତି ପ୍ରକ୍ରିୟାରେ ଖୁବଶିଘ୍ର ଅନୁଷ୍ଠିତ ହେବ। ବିଏସଏଫ୍, ସିଆଇଏସଏଫ୍, ସିଆରପିଏଫ୍, ଏସଏସବି, ଆଟିବିପି, ଏଆର୍, ଏସଏସଏଫ୍ ଆଦି ୭ ବର୍ଗରେ ୨୪ ହଜାର ୨୦୫ ପଦ ପୂରଣ ହେବାକୁ ଥିବାବେଳେ ଏନସିବିରେ…