Browsing Tag

SriMandir

ସୁସ୍ଥ ହେଲେ ଶ୍ରୀଜିଉ; ଆଜି…

ପୁରୀ: ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଠାକୁର ଅସୁସ୍ଥ ହୋଇପଡ଼ି ଅଣସର ଘରେ ରହିଛନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି। ଇତିମଧ୍ୟରେ ବଡ଼ଓଡ଼ିଆ ମଠରୁ…

ଶ୍ରୀମନ୍ଦିର ବିକାଶକୁ ବିରୋଧ କାହିଁକି ?

ପ୍ରଭୁ ଶ୍ରୀଜଗନ୍ନାଥ ଖାଲି ସାଢ଼େ ଚାରି କୋଟି ଓଡ଼ିଆ ନୁହନ୍ତି, ଓଡ଼ିଶା ଓ ଭାରତ ବାହାରେ କୋଟି କୋଟି ଭକ୍ତଙ୍କ ହୃଦୟର ଦେବତା। ଜାତିଧର୍ମ ନିର୍ବିଶେଷରେ ଅଗଣିତ ଶ୍ରଦ୍ଧାଳୁ କାଳିଆଠାରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖି ଭାବ ବିହ୍ବଳିତ ହୁଅନ୍ତି। କିଏ ଭକ୍ତିରେ ବିଲୀନ ଚୈତନ୍ୟଙ୍କୁ ଦେଖେ ତ କିଏ…

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି…

ପୁରୀ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତ୍ତି ନେଇଛି। ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ  ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ସଂଧ୍ୟାରେ…

ଆଜିଠୁ ଦୁଇ ଦିନ ଯାଏଁ ଭକ୍ତଙ୍କ ପାଇଁ…

ପୁରୀ: ଆଜିଠୁ ୨ ଦିନ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଆଜି ସାନିଟାଇଜ୍ ପାଇଁ ଓ ଆସନ୍ତା କାଲି ବଡ ଏକାଦଶୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ…