ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

SriLanka

ଠିକଣା ସମୟରେ ଭାରତର ସହାୟତା ପାଇଁ…

କଲମ୍ବୋ(ଏଜେନ୍ସି): ଆର୍ଥିକ ଦୁର୍ଗତିକୁ ନେଇ ଗତବର୍ଷ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତର ସହାୟତା ଅନନ୍ୟ ରହିଥିଲା। ଦେଶର ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଶ୍ରୀଲଙ୍କାକୁ ବିଭିନ୍ନ ଦିଗରେ ଯେଭଳି ସହାୟତାର ହାତ ବଢାଇଥିଲା ତାହା ପ୍ରତ୍ୟେକ ଶ୍ରୀଲଙ୍କାବାସୀଙ୍କ…

ଚୀନ୍‌ର କୁଟିଳ ଚକ୍ରାନ୍ତ: ଭାରତ ଉପରେ…

କଲମ୍ବୋ(ଏଜେନ୍ସି): ଶ୍ରୀଲଙ୍କାକୁ ଋଣଯନ୍ତାରେ ଫସାଇ ଚୀନ୍‌ ନିଜର କୁଟିଳ କାର୍ଯ୍ୟ ସାଧନ କରିବାରେ ଲାଗିଛି। ହମ୍ବନଟୋଟା ବନ୍ଦର ପରେ ରଣନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ବବହନ କରୁଥିବା ଭାରତ ମହାସାଗରର ଏହି ରାଷ୍ଟ୍ରର ଜଙ୍ଗଲରେ ସାମ୍ରାଜ୍ୟବାଦୀ ଚୀନ୍‌ ମହାଶକ୍ତିଶାଳୀ ରାଡାର ପ୍ରତିଷ୍ଠା କରିବାକୁ…

ସ୍ୱଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ…

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ…

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ…

କଲମ୍ବୋ: ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ୍ ବିକ୍ରମ ସିଂଙ୍ଘେ। ରାନିଲ୍‌ଙ୍କୁ ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ।ସୂଚନା ଅନୁଯାୟୀ, ଗତକାଲି ସିଙ୍ଗପୁରରେ ପହଞ୍ଚିବା ପରେ ସେଠାରୁ ଇ-ମେଲ ଯୋଗେ ଗୋଟାବାୟା ନିଜର ଇସ୍ତଫାପତ୍ର…

ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା…

ନୂଆଦିଲ୍ଲୀ: ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ । ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ।ଅର୍ଥନୈତିକ ସଙ୍କଟକୁ ନେଇ…

ଘୋର ସଂକଟରେ ଶ୍ରୀଲଙ୍କା: ପେଟ୍ରୋଲ ଦର…

କଲମ୍ବୋ: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଖରାପ ସମୟ ଶେଷ ହେବାର ନାମ ଧରୁନାହିଁ। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ଦେଶରେ ଇନ୍ଧନ ମୂଲ୍ୟ ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ…

ଶ୍ରୀଲଙ୍କାରେ ତେଲ ସଙ୍କଟ: ଦୁଇ ସପ୍ତାହ…

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଏସବୁ ମଧ୍ୟରେ ଦେଶରେ ତୈଳ ସଙ୍କଟ ଲୋକଙ୍କ ଦୈନନ୍ଦୀନ ଜୀବନକୁ ଅଧିକ ଦୁର୍ବିସହ କରିେଦଇଛି। ଶ୍ରୀଲଙ୍କାର ଦ୍ରୁତ ହ୍ରାସ ପାଉଥିବା ଇନ୍ଧନ ଭଣ୍ଡାରକୁ ସୁରକ୍ଷିତ ରଖିବା ଲାଗି ଦେଶରେ ଦୁଇ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଲାଗୁ କରିଛନ୍ତି।…

ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ, ଆଉ…

ନୂଆଦିଲ୍ଲୀ : ଘୋର ଆର୍ଥ଄କ ସଙ୍କଟ ଦେଇ ଗତି କରୁଥÒବା ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ ଦିନକୁ ଦିନ ସାଂଘାତିକ ରୂପ ବନବାରେ ଳାଗିଛି। ୨୨ ନିୟୁତ ଲୋକଙ୍କ ନେଇ ଗଠିତ ଏହି ଦେଶ ବିଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ମୁକାବିଲା କରୁଛି। ଶ୍ରୀଲଙ୍କା ନିକଟରେ ଆଉ ମାତ୍ର ୫ ଦିନ ପାଇଁ…

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…

କଲମ୍ବୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦଇଛନ୍ତି ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ଜରୁରୀକାଳିନ ପରିସ୍ଥିତି ମଧ୍ୟରେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଥିବା ଜଣାପଡ଼ିଛି।ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶର…

ଶ୍ରୀଲଙ୍କା ସ୍ଥିତି ଗମ୍ଭୀର: ଇସ୍ତଫା…

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ଖାଦ୍ୟ, ପାନୀୟର ଉତ୍କଟ ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲେ ମଧ୍ୟ ଏହାକୁ ଲୋକେ ଭ୍ରୁକ୍ଷେପ କରିନାହାନ୍ତି। ସବୁ ଦିଗରୁ ନାଚାର ହୋଇପଡ଼ିଥିବା ଶ୍ରୀଲଙ୍କାବାସୀ ଏବେ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଛନ୍ତି।…