ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sri Lanka crisis

ଦେଶ ଛାଡି ପାରିବେନି ପୂର୍ବତନ…

କଲମ୍ବୋ : ଶ୍ରୀଲଙ୍କାରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ରାଷ୍ଟ୍ରପତି ଥିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା ସୁପ୍ରିମକୋର୍ଟ। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ…

ଶ୍ରୀଲଙ୍କାରେ ଜାତୀୟ ଜରୁରୀ ପରିସ୍ଥିତି…

କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ…

ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ…

କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୂର୍ବରୁ ୪ ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ବୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବ ଅଭିଜ୍ଞତାକୁ ନେଇ ସେ ନିଜ…

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ; ୨ ଚକିଆ…

କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ନୂଆ ଇନ୍ଧନ କଟକଣା ଲଗାଯାଇଛି। ଏବେ ଶ୍ରୀଲଙ୍କା ନାଗରିକ ଦୁଇ ଚକିଆ ଗାଡିରେ ଏକାଥରକେ ହଜାରେ ଟଙ୍କାରୁ ଅଧିକ ତେଲ ପକାଇପାରିବେ ନାହିଁ। ସେହିପରି ତିନି ଚକିଆ ଗାଡିରେ ୧୫୦୦ ଏବଂ ଚାରି ଚକିଆ ଗାଡିରେ ୫ ହଜାର ଟଙ୍କାର ତେଲ ପକାଇପାରିବେ।…

ଶ୍ରୀଲଙ୍କା ଶ୍ରୀହୀନ ହେବା ପଛରେ କ’ଣ…

ନୂଆଦିଲ୍ଲୀ : ରାମାୟଣ ଯୁଗର ଲଙ୍କା, ଅଖଣ୍ଡ ଭାରତର ସିଂହଳ ଏବଂ ଏବେକାର ଶ୍ରୀଲଙ୍କା ଏବେ ‘ଶ୍ରୀ’ହୀନ। ପର୍ଯ୍ୟାପ୍ତ ବିଦେଶୀ ଋଣ ସାଙ୍ଗକୁ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଏବଂ ଭ୍ରଷ୍ଟାଚାର ରାଜନୀତି ଓ ସ୍ବେଚ୍ଛାଚାରିତା ଆଜି ଏହି ରାଷ୍ଟ୍ରକୁ ଘୋର ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଡାଲି, ଚାଉଳ ଔଷଧ ଭଳି…