ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Soumya Ranjan Patnaik

ସମ୍ବାଦ ଲୋନ ସ୍କାମର ଖୋଲୁଛି ସାଂଘାତିକ…

ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି…

‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌:…

କର୍ମଚାରୀଙ୍କ ନାଁରେ ଋଣ କରାଇ ତାକୁ ବ୍ୟକ୍ତିଗତ ସ୍ବାର୍ଥ ହାସଲରେ ବ୍ୟବହାର କରିବା ନେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇଓଡବ୍ଲ୍ୟୁ ଏହାର ଜୋରସୋର୍‌ରେ ତଦନ୍ତ କରୁଥିବା…

ପ୍ରତିଦିନ ବଢୁଛି ଋଣ ଜାଲିଆତି ମାମଲା,…

ଭୁବନେଶ୍ବର: ସୌମ୍ୟଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଋଣ ଜାଲିଆତି ମାମଲାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ପ୍ରତିଦିନ ଅଭିଯୋଗ ବଢୁଛି । ପ୍ରାୟ ୩୦୦ରୁ ଅଧିକ କର୍ମଚାରୀଙ୍କୁ ସୌମ୍ୟରଞ୍ଜନ ଠକିଥିବା ଜଣାପଡିଛି। ଏନେଇ EOWରେ ମାମଲା ରୁଜୁ ପରେ…

ସମ୍ବାଦର ଲୋନ ସ୍କାମ: ଲମ୍ବୁଛି…

ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ…

ସୌମ୍ୟଙ୍କ ପ୍ରତିଶ୍ରୃତି ହକର ମାନଙ୍କ…

ଭୁବନେଶ୍ବର: ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର। ଏହି ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଙ୍ଘ । ହକରଙ୍କ ପାଇଁ ଅଭିଶାପ ପାଲଟିଛି ସୌମ୍ୟଙ୍କ ପ୍ରତିଶୃତି । ହକରଙ୍କ ଦାନାରେ ବାଧାଦେଇ ନୂଆ ହକର ସୃଷ୍ଟି କରୁଛନ୍ତି ସୌମ୍ । ସୌମ୍ୟଙ୍କ ସହ ବାଲେଶ୍ବର ହକର ସଙ୍ଘ ଆଲୋଚନା…

‘ସମ୍ବାଦ’ ବ୍ୟାଙ୍କ ଋଣ ଠକେଇ ପେଡ଼ିରେ…

ଭୁବନେଶ୍ବର: ଆଇନ ସମସ୍ତଙ୍କ ପାଇଁ ସମାନ। ସାଧାରଣ ଲୋକଙ୍କଠାରୁ ଗଣମାଧ୍ୟମ କର୍ତ୍ତୃପକ୍ଷ କେହି ଏଥିରୁ ବାଦ ପଡ଼ିନାହାନ୍ତି। ମାତ୍ର ନିଜ ସଂସ୍ଥାର କର୍ମଚାରୀଙ୍କ ନାମରେ ଦୀର୍ଘ ବର୍ଷ ହେଲା ଋଣ ନେବା ଘଟଣା ପଦାକୁ ଆସିବା ପରେ ଏବେ ସରକାରଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ଓ…

ସମ୍ବାଦ ଲୋନ୍ ସ୍କାମର ମହାଖୁଲାସା: HR…

ଭୁବନେଶ୍ବର: ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ ଏବଂ ନିଜ ଖବରକାଗଜକୁ ଏକନମ୍ବର ଦାବି କରି ଆସୁଥିବା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ସଂସ୍ଥାର କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ ଲୋକ ହୋଇଛନ୍ତି ତାହା ଧିରେଧିରେ ପଦାକୁ ଆସୁଛି। ସଂସ୍ଥାର ମାନବସମ୍ବଳ ବିଭାଗର (HR) ଅଧିକାରୀ…

କର୍ମଚାରୀଙ୍କ ନାଁରେ ସମ୍ବାଦର ଲୋନ୍…

ଭୁବନେଶ୍ବର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କଣ ସେ ଆଇନର ଉର୍ଦ୍ଧ୍ଵରେ ବୋଲି ଗଣା ଯିବେ କି ? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ…

ଲୋନ୍‌ ଜାଲରେ ରୁନ୍ଧି ହେଉଥିଲେ…

ଭୁବନେଶ୍ବର :  ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ନିଜ କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ଲୋକ ହୋଇଛନ୍ତି ତାହାର ପର୍ଦାଫାସ ହୋଇଛି। ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ କହିବୋଲୁଥିବା ସୌମ୍ୟ କିପରି କର୍ମଚାରୀଙ୍କ ନାରେ ଜାଲ୍‌ କାଗଜପତ୍ର କରି ଲୋନ୍‌ କରୁଥିଲେ, ଆଉ କର୍ମଚାରୀଙ୍କ…

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ…

ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ…