ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Soro

କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରୁ…

ସୋର: ପୋଖରୀରେ ବୁଡ଼ି ନାବାଳିକା ମୃତ । କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ୍ୟୁବରଣ କରିଛି । ପୋଖରୀରେ ଭସାଯାଇଥିବା ଡଙ୍ଗା ଆଣିବା ବେଳେ ବୁଡ଼ିଯାଇଥିଲା ନାବାଳିକାଜଣକ । ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।ସୂଚନା ଅନୁସାରେ, ଆଜି ସକାଳେ…

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ୩…

ବାଲେଶ୍ବର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ । ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଏବଂ ଗାଡ଼ି ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ରସାଳପୁର କାନକଟା ଅଣ୍ଟିଆଚିରା ପୋଲ ନିକଟରେ ଘଟିଛି ଏଭଳି ଘଟଣା । ବନ୍ଧୁକ ମୁନରେ ଜଣେ ସିମେଣ୍ଟ…

‘ପପ୍ ଜି’ ଗେମ ଖେଳି ଖେଳି…

ସୋର: ଅନଲାଇନ୍ ଗେମ ପାଇଁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ଅନଲାଇନ୍ ଗେମ୍ ଯୋଗୁ ମୃତ୍ୟୁ ହୋଇଛି । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ…

ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ…

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ମୋହନପୁର ଗାଁରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହଣାକଟା । ଏଥିରେ ଉଭୟ ପକ୍ଷରୁ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତେ ଏବେ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଆଜି ସକାଳେ ଉଭୟ ପରିବାରର ବାଡ଼ ଉପୁଡ଼ାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ…

ସୋର ରେଲୱେ ଷ୍ଟେସନରେ ଅଘଟଣ: ଗାର୍ଡ ବଗି…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଅଘଟଣ । ଗାର୍ଡବଗି ଛାଡ଼ି ଆଗକୁ ପଳାଇଲା କୋଇଲା ବୋଝେଇ ଟ୍ରେନ l ୩୦ ମିନିଟ ପରେ ପୁଣି ପଛକୁ ଫେରି ଗାର୍ଡ ବଗି ସହ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଲା ଗନ୍ତବ୍ୟ ସ୍ଥଳକୁ ଗଲା ଟ୍ରେନ l ଆଜି ସକାଳ ୯ ଟାରୁ ୯ଟା ୩୦ ମଧ୍ୟରେ ବାଲେଶ୍ବର ଜିଲ୍ଲା ସୋର…

ବାଇକ୍‌କୁ ସାମ୍ନାରୁ ପିଟିଲା ଟ୍ରକ୍,…

ସୋର: ବାଇକ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ମୃତକ ମାଣିତ୍ରୀ ଗାଁର ଅରଜିତ ବେହେରା ହୋଇଥିବା ସୂଚନା । ଅନ୍ୟଜଣେ ଯୁବକଙ୍କ…

ଦାମ୍ପତ୍ୟ କଳହର ଉଗ୍ରରୂପ; ସ୍ତ୍ରୀକୁ…

ସୋର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିବା ପରେ ନିଜେ ବିଷ ପିଇ ଜୀବନ ହାରିଲା ସ୍ୱାମୀ । ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର ଖଇରା ଥାନା ତିଳଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀ…

ଗାଁ ଭିତରେ ପଶି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ…

ସୋର: ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ କେଶରୀପୁର ଗ୍ରାମରେ ଆଜି ସକାଳେ ଏକ ଜଙ୍ଗଲୀ ବାରହା ଆକ୍ରମଣରେ ୨ ମହିଳାଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର…

ଭଦ୍ରକ- ଖଡଗପୁର ମେମୁ ଟ୍ରେନରେ ନିଆଁ,…

ବାଲେଶ୍ୱର: ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ । ବାଲେଶ୍ବର ଜିଲ୍ଲା ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନର ପଛ ବଗିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ । ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ସୂଚନା । ବହାନଗା…

ଯାତ୍ରା ଦେଖାରୁ ଶେଷଯାତ୍ରା: ମର୍ମନ୍ତୁଦ…

ବାଲେଶ୍ୱର: କାଳ ହେଲା ଯାତ୍ରା ଦେଖିବାକୁ ଯିବାର ଇଛା । ଯାତ୍ରା ଦେଖି ଯିବା ବାଟରେ ଛକିଥିଲା ମୃତ୍ୟୁ । ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ ୨ ନାବାଳକ । ବାଲେଶ୍ୱର ଜିଲ୍ଲା ସୋର ନିକଟ ନଦୀଗାଁ ଛକରେ ଗତକାଲି ରାତିରେ ଏଭଳି ହୃଦୟ ବିଦାରକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ କାନପୁର…