Browsing Tag

Social Media

ପିତାମାତାଙ୍କ ଉପରେ ସ୍ମାର୍ଟଫୋନର…

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମଡ଼ିଆର ବ୍ଯବହାର ବଢିବାରେ ଲାଗିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁ ପିତାମାତା ଦିନକୁ ଚାରି ଘଣ୍ଟା ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ବ୍ୟବହାର କରୁଛନ୍ତି ପିଲାମାନଙ୍କ ପ୍ରତି ସେମାନଙ୍କର ଆଚରଣରେ ପରିବର୍ତ୍ତନ ଦେଖା ଦେଉଛି। କାନାଡାର ୱାଟରଲୁ…

ସୋସିଆଲ ମିଡିଆକୁ ଫେରିଲେ ଆର୍ୟନ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ମୁକୁଳିବା ପରେ ଦୀର୍ଘଦିନର ଅନ୍ତରାଳ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କୁ କ୍ଲିନ୍‌ଚିଟ୍ ମିଳିବା ପରେ ପ୍ରଥମ ଥର ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ନିକଟରେ…

ଟ୍ରମ୍ପ ଲଞ୍ଚ କରିବେ ନିଜର ସୋସିଆଲ ମିଡିଆ…

ୱାଶିଂଟନ୍‌ : ପୁଣି ସୋସିଆଲ ମିଡିଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଣ୍ଟ୍ରି । ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲରେ କମବ୍ୟାକ୍‌ କରିବାକୁ ଯାଉଛନ୍ତି ଟ୍ରମ୍ପ । ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାକି ଟ୍ବିଟର…

ବତକର ରୋଜଗାର ମାସକୁ ତିନି ଲକ୍ଷ ଟଙ୍କା

ଗୋଟିଏ ବତକର ମାସିକ ରୋଜଗାର ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଆଂଜ୍ଞା ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ବତକଟି ଏତେ ଲୋକପ୍ରିୟ ଯେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ତା'ର ମାଲିକକୁ ଦେଉଛି । ଆମେରିକାର ଜଣେ ମହିଳା ଏହି ବତକ ରଖିଛନ୍ତି। ଯାହାର ବିଭିନ୍ନ ଭିଡିଓ…

ସୋସିଆଲ ମିଡିଆ ଯୋଗୁଁ ବଞ୍ଚିଗଲା ୩ ବର୍ଷ…

ହାଇଦ୍ରାବାଦ : ନୂଆ ଜୀବନ ଦେଲା ସୋସିଆଲ ମିଡିଆ । ବଞ୍ଚାଇ ଦେଲା ୩ ବର୍ଷ ଶିଶୁର ପ୍ରାଣ । ହାଇଦ୍ରାବାଦର ଅୟାଂଶ ଗୁପ୍ତା ଏକ ବିରଳ ରୋଗରେ ପୀଡିତ ଥିଲେ । ସେ ‘ନ୍ୟୁରୋ ମସକୁଲାର’ ରୋଗରେ ପୀଡିତ ହୋଇ ଦୀଘଦିନରୁ ଚିକିତ୍ସିତ ହେଉଥିଲେ । ହେଲେ ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବଞ୍ଚାଇ ପାଇଁ ବିଶ୍ବର…

ସୋସିଆଲ୍‌ ମିଡିଆ ଟ୍ରେଣ୍ଡିଂରେ ‘ ମୋଦୀ…

ଭୁବନେଶ୍ବର : ‘ମୋଦୀ ରୋଜଗାର ଦୋ’ ଏହି ସ୍ଲୋଗାନ ଆଜି ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏହି ବିଷୟରେ ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଆସୁଛି । ବାସ୍ତବରେ, ଦେଶରେ ବେକାରୀ ବୃଦ୍ଧି ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଡିଗ୍ରୀ ହାସଲ କରୁଥିବା ଛାତ୍ରମାନଙ୍କ ପାଇଁ ରୋଜଗାର ଏକ ବଡ଼ ଆହ୍ବାନ ପାଲଟିଛି। ବର୍ତ୍ତମାନ…