ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

snake-bite

ବିଷାକ୍ତ ସାପ କାମୁଡ଼ାରେ ଜଣେ ଅନ୍ତେବାସୀ…

କେନ୍ଦୁଝର: କେନ୍ଦୁଝର ସହର ନିକଟ ଗୁମୁରା ଠାରେ ଥିବା ମାନସୀ କୋଚିଂ ସେଣ୍ଟର ନାମକ ଏକ ଆବାସିକ କୋଚିଂ ସେଣ୍ଟରର ଦୁଇଜଣ ଛାତ୍ରଙ୍କୁ ବିଷାକ୍ତ ସାପ କାମୁଡି ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଆବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ସାପଟିକୁ…

ସାପ କାମୁଡ଼ା ମୃତ୍ୟୁରେ ଲାଗିବ ରୋକ୍‍,…

ଭୁବନେଶ୍ୱର: ରାଜ୍ୟରେ ପ୍ରତି ବର୍ଷ ଘଟୁଥିବା ସାପ କାମୁଡ଼ାଜନିତ ମୃତ୍ୟୁରେ ରୋକ୍‍ ଲାଗିବ। ଦୃଢ଼ ସଚେତନତା ଓ ତୁରନ୍ତ ଚିକିତ୍ସା ସୁବିଧା ଉପଲବ୍ଧ କରି ରାଜ୍ୟ ସରକାର ଏହି ମୃତ୍ୟୁ ସଂଖ୍ୟା କମାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ବେଳେ ଏହି କମିଟି…

ମହଙ୍ଗା ପଡ଼ିଲା ଡାକ୍ତରଙ୍କ ପାଖକୁ ନ…

ସୁନ୍ଦରଗଡ: ଦୁଇଟି ପୃଥକ ପୃଥକ ସ୍ଥାନ ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ସାପକାମୁଡାରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ପ୍ରଥମେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯିବା ମହଙ୍ଗା ପଡ଼ିଛି।  ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ…

କାମୁଡି ଥିବା ବିଷାକ୍ତ ଗୋଖର ସାପକୁ…

କେନ୍ଦୁଝର : କେନ୍ଦୁଝର ରେ ସାପ କାମୁଡ଼ାରେ ଆହତ ଜଣେ ଯୁବକ ଙ୍କର ଅଦ୍ଭୂତ କାଣ୍ଡ ଦେଖି ଲୋକେ ତାଜୁବ ହୋଇଛନ୍ତି । ରାତିରେ ଶୋଇଥିବା ସମୟରେ ଏକ ବିଶାକ୍ତ ସାପ କାମୁଡିବା ପରେ ସେ ସାପଟିକୁ ଧରି ନିଜ ବେକରେ ପକାଇ ଗାଁ ରାସ୍ତାରେ ବୁଲିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକେ ଏ ବାବଦରେ ଜାଣି…

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ତେଲକୋଇ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ଼ା ପଞ୍ଚାୟତ ଅଧିନସ୍ଥ ବାଲିଯୋଡି ଗ୍ରାମର ଜଣେ ମହିଳାଙ୍କg ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଓଷା ନାୟକ(୫୨)। ସେ ନିଜ ଝିଅ ତ୍ରିବେଣୀ ନାୟକଙ୍କ ଘର ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମକୁ ଆସିଥିଲେ।…

ସାପ କାମୁଡ଼ାରେ ଦୁଇ ମୃତ

ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ…

ସାପ କାମୁଡ଼ାରେ ନାବାଳକ ମୃତ

ଔପଦା: କାଳ ହେଲା ଛେଳି ଚରାଇବା,ସାପ କାମୁଡ଼ାରେ ଚାଲିଗଲା ନାବାଳକର ଜୀବନ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ମହିଷାଢାଳି ଗ୍ରାମର ସନାତନ ମୂର୍ମୁ ଙ୍କ ପୁଅ ଵିଷ୍ଣୁ ମୂର୍ମୁ (10)ଜଙ୍ଗଲ କୁ ଛେଳି ଚରାଇ ବାକୁ ଯାଇଥିଲେ। ଛେଳି ଚରାଇ ଘରକୁ ଫେରିବା ସମୟରେ ଜଂଗଲରେ ତାକୁ ଏକ ଅଜଣା ସାପ କାମୁଡି ଦେଇଥିଲା।…

ସାପ କାମୁଡାରେ ଚାଲିଗଲା ଭାଇ-ଭଉଣୀଙ୍କ…

କେନ୍ଦ୍ରାପଡ଼: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଳି ଗୋବିନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଶୋଇଥିବା ବେଳେ ସାପ କାମୁଡାରେ ଜୀବନ ହାରିଛନ୍ତି ଭାଇ ଭଉଣୀ। ଏକାଠି ଚାଲିଗଲା ଦୁଇଟି ଜୀବନ। ଉକ୍ତ ଭଇ ଓ ଭଉଣୀ ହେଲେ ଅରୁଣ କୁମାର ଦାସଙ୍କ ୭ ବର୍ଷୀୟ ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ…