Browsing Tag

Smart Mask

ଭୂତାଣୁକୁ ଚିହ୍ନଟ କରି ମେସେଜ୍ ପଠାଇବ…

ପବନରେ ଅନେକ ରେସ୍ପିରେଟରି ଭାଇରସ୍‌ ଥାଏ, ଯାହାକି କୋଭିଡ୍‌ ଓ ଏଚ୍‌୧ଏନ୍‌୧ ଇନ୍‌ଫ୍ଲୁଏଞ୍ଜା ସୃଷ୍ଟି କରିବାର ମୁଖ୍ୟ କାରଣ। କୌଣସି ସଂକ୍ରମିତ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥାହେବା ସମୟରେ ଭାଇରସ୍‌ ଓ ଏରୋସୋଲ୍‌ ମଲିକ୍ୟୁଲ୍‌ ପବନର ସଂସ୍ପର୍ଶରେ ଆସିଥାଏ। ଏହି ଭାଇରସ୍‌ଯୁକ୍ତ ମଲିକ୍ୟୁଲ୍‌…

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ…

ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। ତେବେ, ମାସ୍କ ପିନ୍ଧି ଯୋଗ, ବ୍ୟାୟାମ ଅବା କୌଣସି ଶାରୀରିକ ପରିଶ୍ରମ କଲାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ମାସ୍କ ପ୍ରସ୍ତୁତ…