ଆଜିଠାରୁ ଆରମ୍ଭ ହେଲା ଡ୍ରାଇଭିଂ…
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ । ସକାଳ ୭ରୁ ରାତି ୧୦ ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ । ପରିବହନ ଆପରେ ବୁକିଂ କରିପାରିବେ ଆବେଦନକାରୀ । ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ୍ ବୁକିଂ । ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ…