ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Similipal

ବର୍ଷା ଓ କୁହୁଡ଼ି ନେଇ ପର୍ଯ୍ୟଟକଙ୍କ…

ବାରିପଦା: ବର୍ଷା ଓ କୁହୁଡ଼ି ପାଇଁ ଗୁରୁବାର ଶିମିଳିପାଳ ଅଭୟାରଣ୍ୟ ଦିନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ଠାରୁ ଲଗାଣ ବର୍ଷା ପାଇଁ ବୁଧବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ ଗୁରୁବାର ମଧ୍ୟ…

ମନମୋହୁଛି ଶିମିଳିପାଳର ଦୁର୍ଲଭ…

ବାରିପଦା: ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ଜୈବମଣ୍ଡଳ ‘ଶିମିଳିପାଳ ଅଭୟାରଣ୍ୟ’ର ପ୍ରାକୃତିକ ସୌନ୍ଦର୍ଯ୍ୟ ସଦାସର୍ବଦା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଆସିଛି। ଘଞ୍ଚ ଜଙ୍ଗଲ, ଜଳପ୍ରପାତ, ବିଭିନ୍ନ ବନ୍ୟପ୍ରାଣୀ, ସରୀସୃପ ଓ ପକ୍ଷୀ ସାଙ୍ଗକୁ ରଙ୍ଗବେରଙ୍ଗ ଫୁଲର ମନଲୋଭା ସୌନ୍ଦର୍ଯ୍ୟକୁ ପାଖରୁ ଦେଖିବା…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା…

ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଭାବେ ପ୍ରସିଦ୍ଧ ଲାଭ କରିଥିବା ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ…

ଶିମିଳିପାଳ ଅଞ୍ଚଳରୁ କଲରାପତରିଆ ବାଘଛାଲ…

ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ ବାଘଛାଲ ଜବତ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବନ କର୍ମଚାରୀ ଓ ପୁଲିସର ମିଳିତ ଚଢାଉରେ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଚେକାମରା ଗାଁରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।…

ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ…

ବାରିପଦା: ଶିମିଳିପାଳକୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନକୁ ସଫଳତା ମିଳୁଛି । ବୁଧବାର ଘଟଣା ସହିତ ଏପର୍ଯ୍ୟନ୍ତ ୯ଟି ଘଟଣାରେ ମୟୂରଭଞ୍ଜ ପୁଲିସ ୨୦ଟି ବନ୍ଧୁକ ଜବତ କରିବା ସହିତ ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି । ତତସହିତ ଗୋଟିଏ ବଜ୍ରକାପ୍ତା ଚମଡା, ଗୋଟିଏ ୱେଲ୍ଡିଂ ମେଶିନ,…

ଶିମିଳିପାଳ ନିଷିଦ୍ଧାଞ୍ଚଳରେ ଥିବା…

ବାରିପଦା: ମୟୂରଭଞ୍ଜ ପୁଲିସର ସ୍ୱତନ୍ତ୍ର ଟିମ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ମହୁଲଡିହା ଥାନାର ଭେଜିଡିହା ଗ୍ରାମରେ ଚାଲୁଥିବା ଏକ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଛି। ଚଢାଉ ସମୟରେ ଗୋଟିଏ ଦେଶୀ ବନ୍ଧୁକ, ୪ ଗୋଟି ବେରେଲ, ୨ଟି ସକେଟ, ଗୋଟିଏ ୱେଲଡିଙ୍ଗ ମେସିନ ଜବତ କରିବା…

ଶିମିଳିପାଳରେ ଶିକାରୀ ଗୁଳିରେ…

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଭାରପ୍ରାପ୍ତ ରେଞ୍ଜର ମୃତ୍ୟ ଘଟଣାରେ ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ଘଟଣା ଘଟିବା ପରେ ଯୋଜନା ବଦ୍ଧ ତଦନ୍ତ ଦ୍ବାରା ପୁଲିସ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଶନିବାର ବାରିପଦା…

ଆସନ୍ତା ୧୬ତାରିଖ ଠାରୁ ଅକ୍ଟୋବର ୩୧ଯାଏଁ…

ବାରିପଦା: ଆସନ୍ତା ଶୁକ୍ରବାର ୧୬ ତାରିଖ ଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ। ଏନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ସାଢେ ଚାରି ମାସ ପର୍ଯ୍ୟନ୍ତ ଉଭୟ ପୀଠାବଟା ଓ…

ଶିମିଳିପାଳ ଅଭୟାରଣ୍ୟରେ ନିହତ…

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳିମାଡ଼ରେ ନିହତ ହୋଇଥିବା ବନରକ୍ଷୀ ସ୍ବର୍ଗତ ବିମଳ ଜେନାଙ୍କ ଏକାଦଶାହରେ ତାଙ୍କ ପରିବାରବର୍ଗଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଭେଟିଛନ୍ତି । ସ୍ଥାନୀୟ ଭୁଗୁଡାକଟା ଠାରେ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ କିଭଳି…

ଶିମିଳିପାଳ ବନରକ୍ଷୀ ନିହତ ଘଟଣାରେ ଆଉ ୨…

ବାରିପଦା: ବନରକ୍ଷୀ ନିହତ ଘଟଣାରେ ଆଉ ୨ଜଣ ଅଭିଯୁକ୍ତ ଗିରଫ । ସ୍ବତନ୍ତ୍ର ପୁଲିସ ଟିମ ଝାଡଖଣ୍ଡରୁ ଗିରଫ କରିଛି । ଦୁଇଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ଵର ଏସପି ସାଗରିକା ଏନେଇ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ…