ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

shutdown

ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ…

ଭୁବନେଶ୍ବର: ଗତକିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି ତେଣୁ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ । ମାତ୍ର ଏଥି ପାଇଁ ଭୟବିତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଲୋକମାନଙ୍କୁ ବାରମ୍ବାର ଆମେ ନିବେଦନ କରୁଚୁ କି ସାମାନ୍ୟ ଲକ୍ଷଣ ଆସିଲେ…

ସଟଡାଉନ୍ ବେଳେ ତାସ୍ ଖେଳୁଥିବା ଯୁବକ…

ବାଲେଶ୍ଵର : ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଫତେପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଛି। ଶନିବାର ସଟଡାଉନ୍ ଥିବା ବେଳେ ସନ୍ଧ୍ୟାବେଳେ କିଛି ଯୁବକ ଛକରେ ତାସ୍ ଖେଳୁଥିଲେ। ସେତେବେଳେ ଗୋପାଳପୁର ଫାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିଲେ। ହଠାତ ପୁଲିସକୁ ଦେଖି ତାସ୍ ଖେଳୁଥିବା ଯୁବକମାନେ ଦୌଡି ପଳାଇଥିଲେ।…

୩୦୦ ଟଙ୍କା ଦିଅନ୍ତୁ ଲକ୍‌ଡାଉନ୍‌ରେ…

ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ…

ସଟ୍‍ଡାଉନ୍‍ରେ ସଟର୍‍ ତଳେ ବେପାର

କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ…

ସଟଡାଉନ୍ ସମୟରେ ଟ୍ବିନ୍ ସିଟିର ୬୮…

ଭୁବନେଶ୍ବର: ଆସନ୍ତାକାଲିଠୁ ଅର୍ଥାତ ଶନିବାର ସକାଳୁ ରାଜ୍ଯର ସମସ୍ତ ସହରାଞ୍ଚଳରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ ।  ଏହି ସଟଡାଉନ ସମୟରେ ଟ୍ବିନସିଟିରେ ମଧ୍ଯ ନିୟମ କଡ଼ାକଡ଼ି କରାଯାଇଛି। ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି…

ଜାଣନ୍ତୁ ସଟଡାଉନ୍ ସମୟରେ କାହାକୁ ମିଳିଛି…

ଭୁବନଶ୍ବର: ରାଜ୍ଯର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଆସନ୍ତାକାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଏହି ସଟଡାଉନ ସମୟରେ  କାହାକୁ ମିଳିଛି ଅନୁମତି ଜାଣନ୍ତୁ....୧-ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା…

ସଟଡାଉନ ସମୟରେ ଘଣ୍ଟାଏ କୋହଳ- ଏସଆରସି

ଭୁବନେଶ୍ବର: ରାଜ୍ଯରେ ସହରାଞ୍ଚଳରେ ନାଇଟ କର୍ଫ୍ଯୁ ଜାରି ରହିଥିବା ବେଳେ ସପ୍ତାହାନ୍ତ ସଟଡାଉନ ଆସନ୍ତା କାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଆଜି ରାତିର ନାଇଟ୍‌ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟଡାଉନ ଶନିବାରରୁ ଆରମ୍ଭ ହୋଇ ସୋମବାର…