ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଆତଙ୍କ, ୫…
ଭୁବନେଶ୍ବର : ପ୍ରାୟ ଦୁଇ ରୁ ତିନି ବର୍ଷ ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିଆଳି ବାଘମରା ଗାଁର ବିରଞ୍ଚି ଦାସଙ୍କର ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ମେଣ୍ଢା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଣିଥରେ ନିଆଳିରେ ମେଣ୍ଢା ମଡକକୁ ନେଇ…