୨୦୨୪ ନିର୍ବାଚନରେ ବହୁମତ ହାସଲ…
କୋଝିକୋଡ: ୨୦୨୪ ରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ନେଇ ସାଙ୍ଘାତିକ ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ୨୦୨୪ ନିର୍ବାଚନରେ ବିଜେପିର ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି କି ବହୁମତ ହାସଲ କରିପାରିବନି ଶାସକ ବିଜେପି । ଏହା ସହିତ ବିଜେପି ୫୦ରୁ ଅଧିକ ଆସନ ହରାଇବ ।…