ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sharad Pawar

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍:…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ…

NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ…

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୪୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପାର୍ଟି ଉପରେ ତାଙ୍କ ଦାବି ଜାହିର କରିଛନ୍ତି। ଅଜିତଙ୍କ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗକୁ ମୁହାଁଇଥିବା ବେଳେ ପାର୍ଟି ଓ…

ଅଜିତ ପୱାରଙ୍କୁ ଝଟକା, ଏନ୍‌ସିପି…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଗତକାଲି ଶପଥଗ୍ରହଣ ଉତ୍ସବରେ ହୋଇଥିଲେ ସାମିଲ, ଆଜି ପୁଣି ଫେରିଲେ ଶରଦଙ୍କ କ୍ୟାମ୍ପକୁ । ମାତ୍ର ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ୟୁ-ଟର୍ନ କରିଛନ୍ତି ଏବଂ…

ପୂର୍ବରୁ ମଧ୍ୟ ଏପରି ଅନେକ ବିଦ୍ରୋହ…

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ପୁଣିଥରେ ଆଜି ହଟଚମଟ ଦେଖିବାକୁ ମିଲିଛି । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି ।…

ଏନ୍‌ସିପିର ସଭାପତି ରହିବେ ଶରଦ ପାୱାର,…

ମୁମ୍ବାଇ: ଏନସିପିର ରାଷ୍ଟ୍ରୀୟ ସଭାପତି ପଦରୁ ଶରଦ ପାୱାର ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ଏନସିପି ସୁପ୍ରିମୋ କହିଛନ୍ତି ଯେ ମୁଁ ମୋର ନିଷ୍ପତ୍ତି ପ୍ରତ୍ୟାହାର କରୁଛି।  ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି ଯେ ମୁଁ ୬୬ବର୍ଷର…

NCP ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ: NCP ର ଜାତୀୟ ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏ ନେଇ ସେ ନିଜେ ପ୍ରେସମିଟ୍ କରି ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପଦ ଛାଡିବାର କାରଣ ଜଣାପଡ଼ି ନାହିଁ।୧୯୯୯ ରେ ସେ କଂଗ୍ରେସରୁ ଅଲଗା ହୋଇ NCP ଗଠନ କରିଥିଲେ। ସେବେଠାରୁ ସେ ଦଳର ସଭାପତି…

ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ…

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସପ୍ତାହରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ‌ସେ…

ମାର୍ଗରେଟ୍ ଆଲଭା ହେଲେ ବିପକ୍ଷଙ୍କ…

ନୂଆଦିଲ୍ଲୀ : ମାର୍ଗରେଟ୍ ଆଲଭା ହୋଇଛନ୍ତି ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ପ୍ରେସ୍‌ମିଟରେ ଘୋଷଣା କରିଛନ୍ତି ଶରଦ ପାୱାର ।ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା…