ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Shahrukh Khan

ରିଲିଜ ହେଲା ଶାହରୁଖଙ୍କ ଜବରଦସ୍ତ…

ମୁମ୍ବାଇ: ରିଲିଜ ହେଲା କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ `ଯବାନ୍’ର ଟ୍ରେଲର । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଫିଲ୍ମ 'ଯବାନ'ର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି।…

‘ପଠାନ୍’ ପାଇଁ ଶାହାରୁଖ୍‌ ନେଇଛନ୍ତି ୧୦୦…

ବଲିଉଡ୍‌ର ବାଦ୍‌ଶାହ ଶାହାରୁଖ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହେଇଛି । ହେଲେ ରିଲିଜ୍ ହେବାର କିଛି ସମୟ ଭିତରେ ହିଁ ଏହି ଗୀତକୁ ନେଇ ବିବାଦ ଦେଖାଯାଇଛି । ଏମିତିକି କିଛି ସ୍ଥାନରେ ଏହି ଫିଲ୍ମକୁ ବୟକଟ୍…

‘ଯବାନ’ ବନାମ ‘ଡାର୍କମ୍ୟାନ୍‌’ : ୟୁଜର୍ସ…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଜୁନ୍‌ ୨ ତାରିଖରେ ତାଙ୍କର ପ୍ରଶଂସକମାନଙ୍କୁ ଉପହାରରେ ‘ଯବାନ’ ଫିଲ୍ମର ଟିଜର୍‌ ସେୟାର୍ କରିଛନ୍ତି। ଏଥିରେ ଶାହାରୁଖ୍‌ଙ୍କ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହତ ଅବସ୍ଥାରେ ମୁହଁରେ ବ୍ୟାଣ୍ଡେଜ୍‌ ବନ୍ଧା ଯାଇଥିବା ଶାହାରୁଖ୍‌ଙ୍କୁ ଦେଖି ଲୋକଙ୍କର…

ପୁଅ ଆର୍ଯ୍ୟନ ପାଖକୁ ୪୫୦୦ ଟଙ୍କା ମନି…

ମୁମ୍ବାଇ: ଡ୍ରଗ୍ଧ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ  ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛି ।  ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ଯ୍ଯନ୍‌ଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ…

କ୍ରୁଜ ଡ୍ରଗ୍ସ ମାମଲା: ରାୟ ସଂରକ୍ଷିତ…

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଆଜି ମଧ୍ୟ ଜାମିନ ମିଳିଲାନି । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ମୁମ୍ୱାଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅକ୍ଟୋବର ୨୦…

କିଙ୍ଗ୍ ଖାନ୍ ଶାହାରୁଖ୍ ଙ୍କ ବିଜ୍ଞାପନକୁ…

ବଲିଉଡ୍‌ରେ କରୋନା ମହାମାରୀ ପରେ ସବୁକିଛି ବଦଳି ଯାଇଛି। ଏବେ ସିନେମା ଆଉ ସିନେମାହଲ୍ ଭିତରେ ସୀମିତ ହୋଇ ରହିନାହିଁ । ବଲିଉଡ୍‌ର ବଡ କଳାକାରଙ୍କଠାରୁ ଆରମ୍ଭ କରି ଛୋଟ କଳାକାର ପର୍ଯ୍ୟନ୍ତ ସମସ୍ତେ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁଛନ୍ତି । ଏ ମାମଲାରେ ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଅବଶ୍ୟ…