ଗଞ୍ଜାମ, ରାୟଗଡ଼ା, କୋରାପୁଟର ସେରୋ…
ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଭିତରେ କିଛି ସନ୍ତୋଷଜନକ ଖବର ଆସିଛି। ଚତୁର୍ଥ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେରେ ଅଧିକାଂଶ ଲୋକ ଏପରିକି ଛୋଟ ପିଲାଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆରଏମ୍ଆରସି ପକ୍ଷରୁ ଗଞ୍ଜାମ, କୋରାପୁଟ ଏବଂ ରାୟଗଡ଼଼ା ଜିଲ୍ଲାରେ କରାଯାଇ ଥିବା ସେରୋ…