ଚିନ୍ତାରେ ବୈଜ୍ଞାନିକ: ପ୍ରଥମଥର ପାଇଁ…
ଏମଷ୍ଟରଡମ(ଏଜେନ୍ସି): ବିଶ୍ବରେ ପ୍ରଥମ ଥର ପାଇଁ ମନୁଷ୍ୟ ରକ୍ତରୁ ମାଇକ୍ରୋପ୍ଲାଷ୍ଟିକ ମିଳିଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବୃଦ୍ଧି କରିଛି। ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ ଏହି କ୍ଷୁଦ୍ର କଣିକା ୮୦ ପ୍ରତିଶତ ଲୋକଙ୍କଠାରେ ମିଳିଛି। ଏହି ମାଇକ୍ରୋପ୍ଲାଷ୍ଟିକ ମନୁଷ୍ୟ ଶରୀରରେ ଗୋଟିଏ ସ୍ଥାନରୁ ଅନ୍ୟ…