ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

SCB medical

କଟକ ଏସସିବି ମେଡିକାଲରେ ସଫଳ ହେଲା ବିରଳ…

କଟକ: କଟକ ବଡ଼ ମେଡିକାଲରେ ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି  ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର…

ଏସସିବି ମେଡିକାଲର ICU ରେ ବାଜିବ ଭଜନ,…

କଟକ: କଟକ ଏସସିବି ମେଡିକାଲର ଆଇସିୟୁ ଭିତରେ ବାଜିବ ଭଜନ । ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ମ୍ୟୁଜିକ୍‌ ଥେରାପି ଦେବା ପାଇଁ ବାଜିବ ଭଜନ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍‌ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ଏଭଳି ନିଷ୍ପତ୍ତି…

ଏସସିବିରେ ସଫଳ ହୋଇଛି ପେରିପାର୍ଟମ…

କଟକ : ପ୍ରସୂତି ଗୃହକୁ ନେବା ବେଳକୁ ଗର୍ଭବତୀ ମହିଳାଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇସାରିଥିଲା। ମହିଳା ଜଣକ ଏନକ୍ଲାନସିଆ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିଲେ। ଏଣୁ ତାଙ୍କୁ କିମ୍ବା ତାଙ୍କ ଗର୍ଭସ୍ଥ ଶିଶୁକୁ ବଞ୍ଚାଇବା ଡାକ୍ତରଙ୍କ ପକ୍ଷରେ ନିହାତି ଚ୍ୟାଲେଞ୍ଜିଂ ଥିଲା। ଏଭଳି ପରିସ୍ଥିତିରେ ପେରିପାର୍ଟମ…

ପୁଣି ଏସସିବି ରଚିଲା ନୂଆ ଇତିହାସ: ୪୦…

କଟକ: ଏସସିବି ମେଡିକାଲ ରଚିଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ସଂକ୍ରମଣ ଓ ଜନ୍ମାବସ୍ଥାରୁ ସଂକୁଚିତ ପରିସ୍ରାନଳୀର ହୋଇଛି ସଫଳ ଅସ୍ତ୍ରୋପଚାର । ଲାଇଭ ଓଟି ସହିତ କର୍ମଶାଳା ଆୟୋଜନ କରାଯାଇଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ୪୦ ଜଣ ଏପରି ରୋଗୀଙ୍କୁ ନେଇ ଲାଇଭ ସର୍ଜରୀ କରାଯାଇଛି ।ଏଥିରେ ଏମ୍ସ…

ଇତିହାସ ରଚିଲା ଏସ୍‌‌ସିବି : ଗୋଟିଏ…

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ…

ଏସସିବି ମେଡିକାଲରେ ହେଲା ବିରଳ…

କଟକ: କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଏଭଳି ଅସ୍ତ୍ରୋପଚାର…

କଟକ ଏସସିବିରେ ଶିଶୁ ଚୋରି ଘଟଣାର…

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି। ଶିଶୁ ଚୋରି ନୁହେଁ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ପୁତ୍ର ଜନ୍ମ କରିଥିବା ଜଣେ ପ୍ରସୂତୀଙ୍କୁ ଆଜି ଡାକ୍ତରଖାନାରୁ ଡିସର୍ଚାଜ କରାଯାଇଥିଲା। ଏହି ସମୟରେ ନଜବାତ ପୁତ୍ର ବଦଳରେ ଜଣେ ଶିଶୁ କନ୍ୟାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏ…

ଉନ୍ନତ ଚିକିତ୍ସା ପାଇଁ ଏସସିବିରେ…

କଟକ: ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲଟି ଓ ପରେ ସ୍ୱତନ୍ତ୍ର ICUକୁ ସ୍ଥାନାନ୍ତର କରାଯାଇଛି। ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ଏସସିବି ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଚିକିତ୍ସା…

କଟକ ବଡ଼ ଡାକ୍ତରଖାନାରୁ ଦଲାଲ୍‌ ଗିରଫ:…

କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । କେହି ଡୋନର…

ସ୍ବାସ୍ଥ୍ଯ କ୍ଷେତ୍ରରେ ଆସୁଛି ବୈପ୍ଲବିକ…

କଟକ: ବଦଳିବାକୁ ଯାଉଛି ଏସ୍‍ସିବି ମେଡିକାଲର ବ୍ୟବସ୍ଥା। ଯେଉଁସବୁ ଅବ୍ୟବସ୍ଥା ରହିଛି ସେଥିରେ ସୁଧାର ଆଣିବାକୁ ମେଡିକାଲ କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି। ମେଡିକାଲ ପରିସରର ଚିତ୍ର ବଦଳାଇବାକୁ ଏକ ନୂତନ ନିୟମ ମଧ୍ୟ ଲାଗୁ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ନିଦାନ କେନ୍ଦ୍ର ସମ୍ମୁଖରେ ଯେପରି…