ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

SCB Medical College and Hospital

ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର…

କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଦୁଇ ଦିବସୀୟ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ…

ଏସ୍‌‌ସିବି ମେଡିକାଲର ଚାଲିଛି ନବକଳେବର;…

ଆକାଶକୁ ଧୀରେ ଧୀରେ ମୁଣ୍ଡ ଟେକୁଛି ସୁଉଚ୍ଚ ଅଟ୍ଟାଳିକା। ମହାନଦୀ କୂଳ ଯାଏ ଲମ୍ବି ସାରିଲାଣି ପରିସୀମା। ଏକ ବୃହତ୍‌‌ ପ୍ରକଳ୍ପର ପରିକଳ୍ପନା କ୍ରମଶଃ ବାସ୍ତବତାର ରୂପ ନେଉଛି। ବଡ଼ ମେଡିକାଲ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ…

ଅନ୍ୟମାନେ ଲୋକଙ୍କ ସେବା କରିପାରିବେ,…

କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ଏସ୍‌ସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକକୁ ବିଶ୍ୱପ୍ରସିଦ୍ଧ ପାଇଁ ଏସ୍‌ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି…

ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ,…

ଭୁବନେଶ୍ବର: କଟକରେ ୫ଟି ସଚିବ ଭିକେ ପାଣ୍ତିଆନ । SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଥିସହ  କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଏହି  ସମୟରେ ଜିଲ୍ଲାପାଳ ଓ ଅନ୍ୟଅଧିକାରୀମାନେ ଉପସ୍ଥିତ…

ଇତିହାସ ରଚିଲା ଏସ୍‌‌ସିବି : ଗୋଟିଏ…

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ…

କରୋନା ଆକ୍ରାନ୍ତ ହେଉଥିବା ରୋଗୀ କେଉଁ…

ଭୁବନେଶ୍ବର : ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି  ହେଲେ ଏହାରି ମଧ୍ୟରେ କରୋନା ସଂକ୍ରମଣରେ କିନ୍ତୁ ରୋକ୍‌ ଲାଗୁନି। ଯଦିଓ ବର୍ତ୍ତମାନ ସଂକ୍ରମିତ ହେଉଥିବା…