ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

SBI

ଆଜି ବ୍ୟାହତ ହେବ SBI ଇଣ୍ଟରନେଟ୍‌…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ମାର୍ଚ୍ଚ ୨୩ ତାରିଖରେ ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ। ଏ ସମ୍ପର୍କରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି। କାରଣ ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ,…

ନିର୍ବାଚନୀ ବଣ୍ଡ: ତଥ୍ୟ ଦେଲା ଏସବିଆଇ,…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଏସ୍‌ବିଆଇ ବ୍ୟାଙ୍କ ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଦେଇଛି। ଏହି ତଥ୍ୟକୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନ କମିଶନ ନିଜ ଓ୍ୱେବ ସାଇଟ୍‌ରେ ସାର୍ବଜନୀନ କରିବେ।ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ନିକଟରେ…

SBIରେ ନିଯୁକ୍ତି ସୁଯୋଗ, ୫୨୮୦ଟି ପୋଷ୍ଟ…

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ପକ୍ଷରୁ  ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ଇଚ୍ଛୁକ…

SBI ସର୍ଭର ଡାଉନ୍ : କାମ କରୁନି ନେଟ୍‌…

ମୁମ୍ବାଇ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଅନେକ ଗ୍ରାହକ ନେଟ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ସେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କର ସର୍ଭର ଡାଉନ ହୋଇଥିବା କାରଣରୁ ଅନେକ ଏସବିଆଇ ଗ୍ରାହକ ବ୍ୟାଙ୍କ ସମ୍ଭଦୀୟ କିଛିବି କାର୍ଯ୍ୟ କରିପାରୁନଥିବା ଟ୍ବିଟରରେ ଅଭିଯୋଗ କରିଛନ୍ତି।…

ଗର୍ଭବତୀ ମହିଳାଙ୍କ ପାଇଁ ଜାରି କରିଥିବା…

ନୂଆଦିଲ୍ଲୀ: ଗର୍ଭବତୀ କର୍ମଚାରୀଙ୍କୁ ନେଇ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଜାରି କରିଥିବା ନୂଆ ନିୟମକୁ ଚାରିଆଡ଼ୁ ବିରୋଧ ହେବା ପରେ ଏହାକୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ। ଏନେଇ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଏ ବାବଦରେ ବ୍ୟାଙ୍କ ଏକ ବିବୃତ୍ତି ଜାରି କରିଛି।…

ବିନା ATM କାର୍ଡ ରେ କିପରି ଉଠାଇବେ…

SBI ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କୁ ଏଟିଏମ୍ କାର୍ଡ ନେବା କଷ୍ଟକର ହୁଏ କିମ୍ବା ଘରେ ଆପଣ ଆପଣଙ୍କ ଏଟିଏମ୍ କାର୍ଡ ଭୁଲିଯାଇଛନ୍ତି ଏବଂ ଆପଣଙ୍କୁ ଟଙ୍କା ଉଠାଇବା ପାଇଁ ଆବଶ୍ୟକ ପଡେ, ତେବେ ଏଥର ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ବର୍ତ୍ତମାନ ଆପଣ ଡେବିଟ୍ କାର୍ଡ…

ନିୟମ ଭାଙ୍ଗିଲା ଏସ୍‌ବିଆଇ, ୧ କୋଟି…

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଉପରେ ଏକ କୋଟି ଟଙ୍କାର ଜମିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ)(Frauds classification and reporting…

ହ୍ରଦ ଭିତରେ ଉଠାଇ ପାରିବେ ଟଙ୍କା,…

ଶ୍ରୀନଗର : ହ୍ରଦ ଭିତରେ ଉଠାଇ ପାରିବେ ଟଙ୍କା। ପରିବାର ସହ ଦ୍ରହରେ ବୁଲୁଥିବା ସମୟରେ ଟଙ୍କାର ଆବଶ୍ୟକତା ପଡିଲେ ଚିନ୍ତା ନାହିଁ। କାରଣ ହ୍ରଦ ଭିତରେ ଆପଣଙ୍କୁ ମିଳିବ ଏଟିଏମ୍‌ର ସୁବିଧା। ଏଭଳି ସୁବିଧା ମିଳୁଛି କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ। କାରଣ ଏସବିଆଇ ଜମ୍ମୁକଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ…

ଆଜି ୨ ଘଣ୍ଟା ବନ୍ଦ ରହିବ ଏସ୍‌ବିଆଇ…

ନୂଆଦିଲ୍ଲୀ: ଚଳିତମାସ ୧୭ ଅର୍ଥାତ୍ ଗୁରୁବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍…