ରାଜ୍ୟରେ ରହିବ ନାହିଁ ଶିକ୍ଷକ ଅଭାବ:…
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ। ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି- ରାଜ୍ୟରେ ପ୍ରଥମ ପର୍ଯ୍ଯାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ଯାୟରେ ୩୪୬୧ ଓ ତୃତୀୟ ପର୍ଯ୍ଯାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି। ତେବେ…