ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Salman Khan

୨୫ ବର୍ଷ ପରେ ଏକାଠି କାମ କରିବେ…

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘କୁଛ୍‌ କୁଛ୍ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା। ଏହି ଫିଲ୍ମରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ। ସେବେଠାରୁ କରନ୍‌ ଓ ସଲମାନ୍‌ ଏକାଠି କାମ କରିନାହାନ୍ତି। ୨୫ ବର୍ଷ ପରେ ପୁଣି ଥରେ ଏହି ଯୋଡ଼ି…

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ…

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ବାନ୍ଦ୍ରା ଥାନାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି। ଏହାସହ ସଲମାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ…

୫୮ ବର୍ଷରେ ପାଦ ଥାପିଲେ ବଲିଉଡ…

ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ…

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଡେଙ୍ଗୁ,…

ମୁମ୍ଵାଇ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡର ଭାଇଜାନ ସଲମାନ ଖାନ । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ଆସନ୍ତା କିଛି ସପ୍ତାହ ଯାଏଁ ବିଗ୍ ବସ୍-୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ସୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। ସୂଚନା ଅନୁଯାୟୀ, ସଲମାନ…

ନିଜ ଆତ୍ମରକ୍ଷା ପାଇଁ ବଲିଉଡର ଷ୍ଟାର…

ମୁମ୍ବାଇ: ବଲିଉଡର ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ  ମିଳିଛି। ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୁଲିସ ସଲମାନଙ୍କୁ  ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା…

ସଲମାନ୍‌ ମୋର ଭଲ ବନ୍ଧୁ:କଙ୍ଗନା

ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ। କଙ୍ଗନା ବିବାଦୀୟ ବୟାନ ଦେଇ ଅନେକ ସମୟରେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି। କିଛିଦିନ ପୂର୍ବରୁ କଙ୍ଗନାଙ୍କୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ଦେଖାଯାଇଥିଲା।…

ସଲମାନ୍‌ଙ୍କ ଫିଲ୍ମରେ ଆୟୁଷ

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌, ତାଙ୍କ ଫିଲ୍ମ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ । ନିକଟରେ ସଲମାନ୍‌ ତାଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିବାଲି’କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବହୁତ ଜଲ୍‌ଦି ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ଇତିମଧ୍ୟରେ…

ଜନ୍‌ଙ୍କୁ ଟକ୍କର ଦେବେ ସଲମାନ୍‌

ବଲିଉଡ୍ ସୁପରଷ୍ଟାର୍ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅନ୍ତିମ'କୁ ନେଇ ଏବେ ଚର୍ଚ୍ଚା। ଏଥିରେ ସଲମାନଙ୍କ ସହିତ ତାଙ୍କ ଭିଣୋଇ ଆୟୁଷ ଶର୍ମା ନଜର ଆସିବେ। ଇତିମଧ୍ୟରେ ସଲମାନ୍ ‘ଅନ୍ତିମ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ଏହି ଫିଲ୍ମ ପରଦା ଉପରକୁ ଆସିବ। ଫିଲ୍ମର…

କିଙ୍ଗ୍ ଖାନ୍ ଶାହାରୁଖ୍ ଙ୍କ ବିଜ୍ଞାପନକୁ…

ବଲିଉଡ୍‌ରେ କରୋନା ମହାମାରୀ ପରେ ସବୁକିଛି ବଦଳି ଯାଇଛି। ଏବେ ସିନେମା ଆଉ ସିନେମାହଲ୍ ଭିତରେ ସୀମିତ ହୋଇ ରହିନାହିଁ । ବଲିଉଡ୍‌ର ବଡ କଳାକାରଙ୍କଠାରୁ ଆରମ୍ଭ କରି ଛୋଟ କଳାକାର ପର୍ଯ୍ୟନ୍ତ ସମସ୍ତେ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁଛନ୍ତି । ଏ ମାମଲାରେ ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଅବଶ୍ୟ…

ସଲମାନଙ୍କୁ ଅଟକାଇ ଚର୍ଚ୍ଚାରେ ନୟାଗଡ଼ର…

ନୟାଗଡ଼: ମୁମ୍ବାଇ ବିମାନବନ୍ଦରରେ ଭାଇଜାନ୍‍ଙ୍କୁ ଅଟକାଇ ଦେଲେ ନୟାଗଡ଼଼ ଯୁବକ। ‘ଟାଇଗର ୩’ର ସୁଟିଂ ପାଇଁ ଯାଉଥିବା ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କୁ ବିମାନବନ୍ଦର ଯାଞ୍ଚ୍‍ ପାଇଁ ଅଟକାଇ ଚର୍ଚ୍ଚାକୁ ଆସିଥିବା ଏହି ସିଆଇଏସ୍‍ଏଫ୍‍ ଯବାନ ହେଉଛନ୍ତି ନୟାଗଡ଼ ସଦର ବ୍ଲକ ଘଣ୍ଟସାହିର ରାଜକିଶୋର ମହାନ୍ତିଙ୍କ…