ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sakala Newspaper

ମହିଳା ଆର୍ଥିକ ସଶକ୍ତୀକରଣ

ଆଜି ବିଶ୍ୱରେ ଅଛନ୍ତି ଅଗଣିତ, ବୁବୁକ୍ଷୁ, ବିଧବା, ଅସହାୟା ନାରୀ, ନିର୍ଯ୍ୟାତିତା ଦୁଃଖିନୀ। ସେମାନେ କର୍ମଠ। କର୍ମ କରି ସେଥିରୁ ଯାହା ରୋଜଗାର ହେବ ସେଥିରେ କିଛି ଖାଇ ବଞ୍ଚିବେ। ତାଙ୍କୁ ଦେଖିବାକୁ କେହି ନାହିଁ। ସେମାନଙ୍କର ଆର୍ତ୍ତଚିତ୍କାର, ଗୁହାରି କାହାକୁ ଶୁଭୁନାହିଁ। ସମସ୍ତେ ନିଜ ନିଜ ବାଟରେ…

ବ୍ୟକ୍ତିତ୍ୱର ଭୂଷଣ ନମ୍ରତା

ବ୍ୟକ୍ତିଗତ ଓ ସାମାଜିକ ଆଚରଣ ଓ ବ୍ୟବହାରରେ ଭଦ୍ରତା, ରୁଚିସମ୍ପନ୍ନତା, ପରିମାର୍ଜନ ଓ କମନୀୟତାକୁ ଆମେ ସୌଜନ୍ୟ କହୁ। ଏହା ସମ୍ମାନଜନକ, ଭଦ୍ର ଏବଂ ଶିଷ୍ଟ ବ୍ୟବହାର। ନମ୍ରତା, ଶିଷ୍ଟତା ଓ ଦୟାଶୀଳତା ସଙ୍ଗେ ସୌଜନ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତା। କିନ୍ତୁ ଏଥିରେ…

ଲୋକପ୍ରିୟ ଗଣଉତ୍ସବ: ଦଣ୍ଡ ନାଟ

ଦଣ୍ଡ ନାଟ ଏକ ପ୍ରାଚୀନ ତଥା ବହୁଳ ପ୍ରସାରିତ ଲୋକନାଟ୍ୟ। ଚୈତ୍ର ମାସରେ ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥାଏ। ଦଣ୍ଡ ନାଟକୁ ଆଦିବାସୀ ଓ ଅଣ-ଆଦିବାସୀ ସଂସ୍କୃତିର ମିଳନ ସେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ନାଟରେ ଉଭୟ ଆଦିବାସୀ ଓ ଅଣ-ଆଦିବାସୀମାନେ ଭାଗ ନେଇଥା’ନ୍ତି। ଏହାର…

ଦୈନିକ ଖବରକାଗଜ ‘ସକାଳ’ର ତୃତୀୟ…

ଭୁବନେଶ୍ବର: ଆଜି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବର କାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ବାଲେଶ୍ବର, ରାଉରକେଲା,…

ଜନସଂଖ୍ୟାରେ ଭାରତ ଚୀନ୍‌‌କୁ ଟପିଲା;…

ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ପୃଥିବୀର ସବୁଠୁ ଅଧିକ ଜନବହୁଳ ଦେଶ। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌‌ଏଫ୍‌‌ପିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୨୩ ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚି ଚୀନ୍‌‌ ଜନସଂଖ୍ୟାକୁ ଅତିକ୍ରମ କରିଛି। ସଂଖ୍ୟା ଅନୁସାରେ ଭାରତ…

କୃତ୍ରିମ ବୁଦ୍ଧିମତ୍ତା ଓ ବିଗ୍‌‌ ଡାଟାର…

ସୂଚନା ପ୍ରଯୁକ୍ତି ବା ଆଇଟି କ୍ଷେତ୍ର ଭାରତ ସମେତ ସମଗ୍ର ବିଶ୍ୱରେ ଅର୍ଥନୀତିକ ଅଭିବୃଦ୍ଧିର ଏକ ବଡ଼ ବାହକ ହୋଇଥିବାବେଳେ ପ୍ରତିଭା ନିଯୁକ୍ତିରେ ଉଲ୍ଲେଖନୀୟ ଅବଦାନ ରଖିଛି। ଭାରତ ଭଳି ଦେଶ ଯେଉଁଠି ସରକାରୀ ଚାକିରିରେ କୋଟା ରାଜ ବ୍ୟବସ୍ଥା ପ୍ରତିଭାର ସ୍ୱାଭାବିକ ଉଦ୍‌‌ବର୍ତ୍ତନକୁ ଉଦ୍ଦେଶ୍ୟମୂଳକ ଭାବେ…

ଆମ ଚଇତି ପରବ

ଆଦିବାସୀ ବିଶ୍ୱାସାନୁସାରେ ବର୍ଷର ବିଭିନ୍ନ ମାସଗୁଡ଼ିକ ହେଲା ପୁଷ, ମାଗ୍, ଫଗୁଣ୍, ଚଇତି, ବୈଶାକ୍, ଲାଣ୍ତି, ଆଷାଢ୍, ବାନ୍ଦାପନ୍, ଓଷା, ଦଶ୍‌ରା, ଦିଆଲି ଓ ପଣ୍ଡ। ସେମାନେ ପାଳନ କରୁଥିବା ବିଭିନ୍ନ ମୁଖ୍ୟପର୍ବଗୁଡ଼ିକ ହେଲା ପୁଷ ପରବ, ମାଘ ଯାତ୍ରା, ଚଇତି ପରବ, ଆମାସ୍ ପରବ, ଦଶ୍‌ରା ଓ ଦିଆଲି ପରବ୍। ଏହି…

ଇଣ୍ଟରନେଟ କ୍ଷେତ୍ରରେ ଭାରତ-ଚୀନ୍…

ଆଧୁନିକତାର ଏହି ଯୁଗରେ ସମସ୍ତେ ଯେଭଳି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଏବଂ ଟେକ୍ନୋଲୋଜିର ବିକାଶ ହେଉଛି, ସେହିଭଳି ଇଣ୍ଟରନେଟ୍ ସମଗ୍ର ବିଶ୍ୱରେ ନିଜର ପ୍ରାଧାନ୍ୟ ବିସ୍ତାର କରୁଛି। ଆଜି ମଧ୍ୟ ଇଣ୍ଟରନେଟ୍ ବିନା ଗୋଟିଏ ଦିନ ବିତାଇବା ଅତ୍ୟନ୍ତ କଷ୍ଟକର। ଇଣ୍ଟରନେଟ୍ ଯାହାକୁ ଆମେ ଆଜି ବହୁଳ ଭାବରେ…

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା କୋଟିଆରେ…

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜକୁ ନେଇ ଯେଉଁ ବିବାଦ ରହିଛି, ତାହା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ। ଏହି ପଞ୍ଚାୟତର ୨୧ ଖଣ୍ଡ ଗ୍ରାମ ମଧ୍ୟରୁ ପ୍ରକୃତରେ ତିନିଟି ଗାଁର ମାଲିକାନାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ରହିଛି। ଐତିହାସିକ…