ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sakala Editorial

ନିର୍ବାଚନ ଆୟୋଗଙ୍କ ଆଦେଶ ସର୍ବମାନ୍ୟ

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସାମ୍ବିଧାନିକ ଦାୟିତ୍ୱ ନିର୍ବାଚନ ଆୟୋଗଙ୍କର। ଏଥିରେ ଅନ୍ୟ କାହାର ଦଖଲ ଦେବାର ଅଧିକାର ନାହିଁ। ଏପରିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ପଦାଧିକାରୀ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ…

ସୁପ୍ରିମକୋର୍ଟରେ ପୁରୁଣା ଭୋଟବାକ୍ସ…

ଭୋଟ କାଗଜ(ବାଲଟ ପେପର) ବ୍ୟବସ୍ଥାର ନିର୍ବାଚନରେ ବୁଥ୍‌‌ ଜବରଦଖଲ, ସଂଗଠିତ ରିଗିଂ ଏବଂ ଭୋଟିଂ ଜାଲିଆତିକୁ ରୋକିବା ପାଇଁ ୧୯୭୦ ଦଶକରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ୍‌‌ ଭାରତରେ ତିଆରି ହୋଇ ୧୯୮୨ରେ କେରଳ ବିଧାନସଭାର ପରବୁର ଆସନର ୧୨୩ ରୁ ୫୦ ବୁଥ୍‌‌ରେ ଏହାର ପରୀକ୍ଷାମୂଳକ ବ୍ୟବହାର…

କାଠଗଡ଼ାରେ ଡୋନାଲ୍ଡ ଟ୍ରମ୍ପ

ଗଣତନ୍ତ୍ରରେ ବେଳେବେଳେ ଚମତ୍କାରିତା ଦେଖିବାକୁ ମିଳେ। ଆଇନର ଶାସନ ଆଗରେ ସମସ୍ତେ କିପରି ସମାନ ତାହାର ଉଦାହରଣ ବ୍ୟବସ୍ଥାଗତ ଭାବେ ପ୍ରତିପାଦିତ ହୁଏ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଗଣତାନ୍ତ୍ରିକ ତଥା ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସେଭଳି ଏକ ଘଟଣା ଘଟିଛି, ଯାହା ଏକ ଇତିହାସ…

ବଜାର ଓ ବିଜ୍ଞାପନର କିମିଆରେ ତ୍ରସ୍ତ…

ଆଗକୁ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରା ଆଦି ପର୍ବ ପାଖେଇ ଆସୁଛି। ପାର୍ବଣ ଓ ପରମ୍ପରାର ଏକ ବଡ଼ ଅଂଶ ହେଲା ନୂଆ ନୂଆ ଜିନିଷ କିଣିବା, ବଜାର ଓ ମଲ୍‌‌ମାନଙ୍କରେ ଭିଡ଼ ଜମାଇବା ଏବଂ ବିଭିନ୍ନ ପ୍ରକାର ଆକର୍ଷଣୀୟ ଜିନିଷ ତଥା ସେବା କିଣିବା। ସେପଟେ ଏହିଭଳି ସୁଯୋଗକୁ ଉଣ୍ଡି…

ମଧ୍ୟପ୍ରାଚ୍ୟରୁ ବିଶ୍ୱଯୁଦ୍ଧର ପଦଧ୍ୱନି,…

ମଧ୍ୟପ୍ରାଚ୍ୟ କ୍ରମଶଃ ଅଶାନ୍ତ ହେବାରେ ଲାଗିଛି। ଇସ୍ରାଏଲ୍‌‌-ହମାସ୍‌‌ ଯୁଦ୍ଧର ମୀମାଂସା ଏ ପର୍ଯ୍ୟନ୍ତ ହୋଇ ନ ଥିବା ବେଳେ ଇସ୍ରାଏଲ୍‌‌ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛି ଇରାନ୍‌‌। ଗତ ୧ ତାରିଖରେ ସିରିଆସ୍ଥିତ ଇରାନ୍‌‌ର ସାମରିକ କାର୍ଯ୍ୟାଳୟ ଓ ବାଣିଜ୍ୟିକ ଦୂତାବାସ ଉପରେ ଇସ୍ରାଏଲ୍‌‌ ଆକ୍ରମଣର…

ଏ ବର୍ଷ ମୌସୁମି ଊଣାଅଧିକେ ସ୍ୱାଭାବିକ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି)ର ଚଳିତବର୍ଷର ମୌସୁମି ପ୍ରବାହ ସଂକ୍ରାନ୍ତ ପ୍ରଥମ ଆକଳନ ଏହି ମାସ ଶେଷ ସପ୍ତାହ ବେଳକୁ ଆସିଯିବ ବୋଲି ଆଶା କରାଯାଉଛି। ଏହା ସରକାରୀ ଆକଳନ ଏବଂ ଭାରତ ସରକାର ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁପ୍ରବାହର ଗତିବିଧିକୁ ନେଇ ଆଇଏମ୍‌‌ଡି ରିପୋର୍ଟ ଉପରେ ମୁଖ୍ୟତଃ…

‘ଟାଟୁ’ଚିତ୍ର ମୁକ୍ତ ପୁଲିସ୍‌‌ ବାହିନୀ

ଶରୀରରେ ଚିତା କୁଟାଇବା ଏକ ଫେସନ। ଏଥିରେ କଳାତ୍ମକତା ଅଛି ଓ ଅନେକଙ୍କ ପାଇଁ ଏହା ଏକ ବିଳାସ। ଏହା ପଛରେ ପରମ୍ପରା ଓ ଏକ ସାଂସ୍କୃତିକ ଛାପ ଥିଲେ ମଧ୍ୟ ଏକଦା ଓଡ଼ିଶାରେ ରାଜାରାଜୁଡ଼ା ଶାସନରେ ଅତ୍ୟାଚାରୀ ନରପତିଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇବା ପାଇଁ ସୁନ୍ଦରୀ ଲଳନାମାନେ ଦେହରେ ଚିତା କୁଟାଇ…

ଭୋଟରଙ୍କ ସୂଚନା ଅଧିକାର ବନାମ…

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ନିଜର ସମ୍ପତ୍ତି ତାଲିକା ପ୍ରଦାନର ଯେଉଁ ବ୍ୟବସ୍ଥା ରହିଛି, ତାହା ଭାରତୀୟ ଲୋକପ୍ରତିନିଧି ଆଇନର ଅଂଶବିଶେଷ। ଏହାର ପ୍ରମୁଖ ଲକ୍ଷ୍ୟ ହେଲା ୧୯୫୧ର ଦୁର୍ନୀତି ନିରୋଧୀ ଆଇନର ଧାରା ୧୨୩(୨) ଅନୁସାରେ ନିର୍ବାଚନକୁ ଧନବଳରୁ ମୁକ୍ତ ରଖିବା ଏବଂ…

ପଶ୍ଚିମ-ଏସିଆରେ ଯୁଦ୍ଧବିସ୍ତାର ଆଶଙ୍କା:…

ସ୍ନାୟୁଯୁଦ୍ଧ ଲଢ଼େଇର ଅଗ୍ନିସ୍ଫୁଲିଙ୍ଗ ପାଇଁ ଇନ୍ଧନ ଯୋଗାଏ; ଅହଂ ଏବଂ ସାମରିକ ସମ୍ଭାର ଏହାକୁ ବଳ ଦିଏ। ବିଶ୍ୱ ଏବେ ଦୁଇଟି ଯୁଦ୍ଧର ସମ୍ମୁଖୀନ। ରୁଷିଆ-ୟୁକ୍ରେନ ଲଢ଼େଇ ସରିବାକୁ ନାହିଁ; ତେଣେ ଇସ୍ରାଏଲ୍‌‌-ହମାସ ଯୁଦ୍ଧ ଛ’ମାସରେ ପ୍ରବେଶ କରିବାକୁ ଯାଉଛି। ଭାରତ ଆମେରିକା ସମେତ ବିଶ୍ୱର ୫୦ରୁ ଅଧିକ…

ନିର୍ବାଚନ ପରିଦୃଶ୍ୟରେ ଭୋଟରଙ୍କ…

ସତରେ ଜଣେ ଭୋଟର କେତେ ମାନସିକ ଚାପରେ ରହେ, କେବେ ବିଚାର କରିଛନ୍ତି? ଆମ ଭିତରୁ ଅଧିକାଂଶ ଭାବନ୍ତି, ନିର୍ବାଚନ ବେଳ ଆସିଲେ ଭୋଟରଙ୍କ କେତେ କାଟ୍‌ତି! ନେତାମାନେ ଦୁଆରକୁ ଆସି ଜୁହାର କରିବେ, ଭଲମନ୍ଦ ପଚାରିବେ, ଖାଇବା ପିଇବା ଜିନିଷ ଆପଣା ଛାଏଁ ପହଞ୍ଚି ଯିବ। ଟଙ୍କା ପଇସା ମଧ୍ୟ ଆସିବ! ବସ୍ତିବାସିନ୍ଦା…