ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Sakala Article

ବର୍ଜ୍ୟବସ୍ତୁ ବିହୀନ ସମାଜ

ସମଗ୍ର ବିଶ୍ୱର ୮୦୦ କୋଟି ଲୋକ ଆଉ ଅଗଣିତ ଜୀବଜଗତ ଜୀବନଧାରଣ ପାଇଁ ପୃଥିବୀ ଉପରେ ନିର୍ଭରଶୀଳ। ମଣିଷ ସମାଜର ଆବଶ୍ୟକତା ପୂରଣ ପାଇଁ ପୃଥିବୀରେ ସମସ୍ତ ସମ୍ପଦ ରହିଛି। କିନ୍ତୁ ଏହା ଆମର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଅସରନ୍ତି ଇଚ୍ଛାକୁ ପୂରଣ କରିବା ପାଇଁ ଅକ୍ଷମ। ଅପରପକ୍ଷରେ ଏହି ସୀମିତ ସମ୍ବଳର…

ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ

ଶିକ୍ଷା ହେଉଛି ଜୀବନର ମୂଳଦୁଆ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାଧନ, ଯାହା ସମସ୍ତଙ୍କ ଜୀବନରେ ଅତ୍ୟନ୍ତ ଉପଯୋଗୀ। ଶିକ୍ଷା ହିଁ ମଣିଷକୁ ପୃଥିବୀର ଅନ୍ୟ ଜୀବମାନଙ୍କଠାରୁ ପୃଥକ କରେ ଏବଂ ତାକୁ ସବୁଠାରୁ କୁଶଳ ଓ ଚତୁର ପ୍ରାଣୀ ଭାବରେ ଗଢ଼ି ତୋଳିବାକୁ ସହାୟକ ହୋଇଥାଏ। ଏହା ହିଁ ମଣିଷକୁ ପରବର୍ତ୍ତୀ…

ଦିଲ୍ଲୀ ମଦ ଦୁର୍ନୀତି ବନାମ ସ୍ୱଚ୍ଛ…

ସାମ୍ପ୍ରତିକ ସମୟରେ ଦିଲ୍ଲୀର ରାଜନୈତିକ ପରିସ୍ଥିତି ସାରାଦେଶ ପାଇଁ ଉତ୍କଣ୍ଠାର କେନ୍ଦ୍ର ବିନ୍ଦୁ ପାଲଟିଛି। ପାରମ୍ପରିକ ରାଜନୈତିକ ବ୍ୟବସ୍ଥାକୁ ଦୃଢ଼ ସମାଲୋଚନା କରି ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ ଦ୍ୱାରା ଦୁର୍ନୀତିକୁ ସମୂଳେ ବିନାଶ କରି ଦେଶରେ ରାଜନୀତିର ଏକ…

ଗଣତନ୍ତ୍ର ଓ ଯୁବ ଭୋଟର

ଗତ କିଛିବର୍ଷ ହେଲା ପୃଥିବୀରେ ଗଣତନ୍ତ୍ରର ସ୍ଥିତିକୁ ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଛି। ଏହି ସବୁ ରିପୋର୍ଟରେ ଗଣତନ୍ତ୍ର, ନିର୍ବାଚନ ଓ ଅନୁଷ୍ଠାନକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେପରିକି, ସମଗ୍ର ବିଶ୍ୱରେ ଅନେକ ପ୍ରତିଷ୍ଠିତ ଗଣତନ୍ତ୍ର ଏବେ ବିପଦରେ। ଗତ ଦଶନ୍ଧିରେ ଗଣତାନ୍ତ୍ରିକ…

ପୁଟିନ୍‌‌-ନିନ୍ଦୁକମାନଙ୍କ ରହସ୍ୟମୟ…

ବର୍ତ୍ତମାନର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୀର୍ଘ ୨୦ବର୍ଷ କ୍ଷମତା ଉପଭୋଗ କରିସାରି ପୁଣି ରେକର୍ଡ ପଞ୍ଚମ ଥର ରୁଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୂର୍ବରୁ ସୋଭିଏତ ରୁଷର ଶାସକ ଜୋସେଫ୍‌‌ ଷ୍ଟାଲିନଙ୍କ ଦୀର୍ଘ ୨ ଦଶନ୍ଧିରୁ ଅଧିକ କାଳ ଶାସନ କରିଥିବାର ରେକର୍ଡ କରିଥିଲେ। ଚଳିତ…

ଲୋକକଥାରେ ଶ୍ରୀଜଗନ୍ନାଥ: ନଅଙ୍କ…

୧୮୬୬ ମସିହା, ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ୱର ନଅ ଅଙ୍କ ସମୟର କଥା। ସାରା ଓଡ଼ିଶା ଦୁର୍ଭିକ୍ଷର କରାଳଛାୟାରେ ଏପରି ଦୁର୍ଦ୍ଦିନ ଦେଇ ଗତି କରୁଥିଲା ଯେ ତା’ର ପ୍ରଭାବରେ ଓଡ଼ିଶାର ଲୋକସଂଖ୍ୟାର ପ୍ରାୟ ଅଧା ମୃତ୍ୟୁମୁଖରେ ପଡ଼ିଥିଲେ। ପ୍ରତ୍ୟେକ ଗାଅାଁରେ ଭୋକିଲା ଅସହାୟ ଲୋକମାନେ ଛାଇ ପରି ଯାଆସ…

ଜଳବାୟୁ ପରିବର୍ତ୍ତନର ଆହ୍ୱାନ

ମାନବସମାଜ ନିଜର ଜୀବନଶୈଳୀକୁ ଅଧିକରୁ ଅଧିକ ଆରାମଦାୟକ କରୁଥିବାରୁ ପ୍ରକୃତି ନିରନ୍ତର ବିପଦମୁଖୀ ହେଉଛି। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ହେଉ କି ଗମନାଗମନ ପାଇଁ ଗାଡ଼ିମୋଟର ହେଉ, ପ୍ରତିଟି କ୍ଷେତ୍ରରେ ମାନବ ସମାଜ ନିରନ୍ତର ବିଷାକ୍ତ ସବୁଜ ଗୃହ ବାଷ୍ପ ନିର୍ଗମନ କରି ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା…

ଡିଜିଟାଲ ଯୁଗରେ ନିର୍ବାଚନ ପ୍ରଚାର

ଭାରତର ସାଧାରଣ ନିର୍ବାଚନ ପ୍ରଚାର ଅଭିଯାନରେ ୨୦୧୪ରୁ ଡିଜିଟାଲ ପ୍ରଯୁକ୍ତିକୌଶଳ ଉପଯୋଗ ଆରମ୍ଭ ହୋଇ ୨୦୧୯ରେ ବିକଶିତ ହୋଇଥିଲେ ହେଁ ୨୦୨୪ରେ ପାରମ୍ପରିକ ପ୍ରଚାରକୁ ଅତିକ୍ରମ କରିବା ସମ୍ଭବ ନଥିବା କେତେକ ଗଣମାଧ୍ୟମ ବିଶ୍ଳେଷକ ସୂଚାଇଛନ୍ତି। ପ୍ରଥମତଃ, ପରିସଂଖ୍ୟାନ ଦୃଷ୍ଟିରୁ ୨୦୨୪ ସୁଦ୍ଧା ଦେଶର ମାତ୍ର…

ନଦୀ କହେ ସଂସ୍କୃତିର କଥା

କୁଳୁକୁଳୁ ନିନାଦିନୀ ପୁଣ୍ୟତୋୟା ଉଦନ୍ତୀ ଗାଇ ଚାଲିଛି ଅତୀତର ଗାଥା। କେଉଁ ଆବହମାନ କାଳରୁ ସ୍ମୃତି ବହନ କରି ନିର୍ଝରିଣୀ ଉଦନ୍ତୀ ସିନାପାଲି ମାଟିରେ ନିଜକୁ ବିସ୍ତରୀ ଦେଇଛି। ଉନ୍ନତ କଳା, ସାହିତ୍ୟ, ଐତିହ୍ୟ ଓ ପରମ୍ପରାର ସ୍ୱାକ୍ଷର ବହନ କରି ତାର ଦୁଇତଟ ଆଜି ଗର୍ବିତ ଓ ଗୌରବାନ୍ୱିତ। ପୂର୍ବଘାଟ…

ଧର୍ମ ଓ ବିଜ୍ଞାନରେ ଜଳତତ୍ତ୍ୱ

ବ୍ରହ୍ମାଣ୍ଡ ସୃଷ୍ଟିରେ ଉପଲବ୍ଧ ପଞ୍ଚଭୂତ ଯଥା- ଆପ, ତେଜ, ବାୟୁ, ଆକାଶ, ପୃଥିବୀ ମାନବ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ। ସହଜଶୀଳ ଜୀବନ ଅତିବାହିତ କରିବା ଲକ୍ଷ୍ୟରେ ପ୍ରକୃତି ପ୍ରଦତ୍ତ ଏହି ଦିବ୍ୟଗୁଣସମ୍ପନ୍ନ ଉପାଦାନମାନ ସଦାସର୍ବଦା ବିକଶିତ ସଭ୍ୟତା ସୃଷ୍ଟି କରିଥାଏ। ମନୁଷ୍ୟ ପ୍ରକୃତ୍ୟାଶ୍ରୟୀ ହୋଇଥିବାରୁ…