ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Russia

ଜେଲ୍‌ରେ ପୁତିନ୍‌ ବିରୋଧୀ ନଭ୍‌ଲନିଙ୍କ…

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦୃଢ଼ ବିରୋଧୀ ନେତା ଆଲେକ୍ସି ନଭଲନି (୪୭)ଙ୍କ ମୃତ୍ୟୁ ହୋଇଛି। ସେ ରୁଷ୍‌ର ସବୁଠାରୁ ଥଣ୍ଡା ସହର ସାଇବେରିଆର ଏକ ଜେଲ୍‌ କଲୋନୀରେ ଥିଲେ। ତାଙ୍କୁ ୧୯ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା। ରିପୋର୍ଟ ଅନୁଯାୟୀ ସେ ଚାଲବୁଲା କରୁଥିବା ବେଳେ ହଠାତ ଅଚେତ…

ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ…

ମସ୍କୋ: ସଙ୍କଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ! ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଅନ୍ୟତମ ପାଖଲୋକ କୁହାଯାଉଥିବା ୟେଭେଗେନି ପ୍ରିଗୋଜିନ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ପ୍ରିଗୋଜିନ୍ ହେଉଛନ୍ତି ରୁଷର ଏକ‌…

ଗିରଫ ହେବେ ରୁଷ୍‌ ରାଷ୍ଟ୍ରପତି…

ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ…

ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା…

ନୂଆଦିଲ୍ଲୀ: ପାକିସ୍ତାନକୁ କିଛି ମାତ୍ରାରେ ମିଳିବ ଆଶ୍ୱସ୍ତି, ଶସ୍ତା ଦରରେ ତେଲ ବିକିବ ଋଷ । ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ଜଣାପଡିଛି । ଅନ୍ୟ ଦେଶମାନଙ୍କୁ ୠଷ ଯେଉଁ ଦରରେ ତେଲ ବିକୁଛି ତା'ଠୁ ଖୁବ…

ୟୁକ୍ରେନ ଉପରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ…

ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି…

ତାଲିବାନ ସଂଘର୍ଷଠାରୁ ଅଧିକ ଭୟାବହ…

କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର…

ୟୁକ୍ରେନର ଖେର୍‌ସନ୍‌ ସହରରୁ ରୁଷର…

କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା…

ଋଷିଆରୁ ଶସ୍ତା ଦରରେ ବିପୁଳ ପରିମାଣର ତେଲ…

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ…

ରୁଷର କୋସ୍ତ୍ରୋମା ସହରରେ ଥିବା ଏକ…

ମସ୍କୋ: ରୁଷର କୋସ୍ତ୍ରୋମା ସହରରେ ଥିବା ଏକ କାଫେରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସକାଳ ସମୟରେ କୌଣସି କାରଣକୁ ନେଇ ଉକ୍ତ କାଫେରେ ଝଗଡ଼ା ହୋଇଥିଲା । ଏହାପରେ କେହି ଜଣେ ଫ୍ଲେୟାର ଗନ୍ ବ୍ୟବହାର କରିବାରୁ କାଫେରେ ନିଆଁ ଲାଗି…

ରୁଷ୍‌ର ନିଶାଣରେ ୟୁକ୍ରେନର ପ୍ରମୁଖ…

କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି…