ପିଜା ଡେଲିଭରି କରିବ ରୋବୋଟ୍
ଫୁଡ୍ ଡେଲିଭରି କମ୍ପାନିଗୁଡ଼ିକ ଏବେ ଟେକ୍ନୋଲୋଜିର ବେଶ୍ ଫାଏଦା ଉଠାଇଛନ୍ତି। ମୋବାଇଲ୍ରେ କ୍ଲିକ୍ କରି ଲୋକେ ନିଜ ମନ ପସନ୍ଦର ଖାଦ୍ୟକୁ ଘରେ ପାଇ ପାରୁଛନ୍ତି। ଏଭଳି ଅନ୍ଲାଇନ୍ ସର୍ଭିସ୍ ଯୋଗାଉଥିବା କମ୍ପାନିଗୁଡ଼ିକ ନୂଆ ନୂଆ ବୈଷୟିକ କୌଶଳ ଦ୍ବାରା ଅଧିକ ସଂଖ୍ୟାରେ ଗ୍ରାହକଙ୍କୁ ନିଜ ସହିତ ଯୋଡ଼ିବା…