ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Road Accident

ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା…

ଭଦ୍ରକ: ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ବାପା ଓ ଝିଅ ମୃତ, ଶାଶୁ ବୋହୂ ଗୁରୁତର । ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଭଣ୍ଡାରିପୋଖରୀ ଆଖୁଆପଦା ନିକଟ ଯଶୋଟିକିରି ଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ…

ପୁରୀରୁ ଜଗା ଦର୍ଶନ ସାରି ଫେରୁଥିବା ବେଳେ…

ବରଗଡ: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହତ । ପଦ୍ମପୁର ବୁଡେନ୍ ସୁଲିଆ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଆହତ ଯାତ୍ରୀମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବସ ଯାତ୍ରୀମାନେ ପୁରୀରୁ…

ବ୍ରିଜ ତଳକୁ ବରଯାତ୍ରୀ ଗାଡି ଓଲଟି ୨…

କୋରାପୁଟ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ବରଯାତ୍ରୀ ଗାଡି । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଏକ ପିକଅପ ଗାଡିରେ…

ଟ୍ରକ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ…

କେନ୍ଦୁଝର: ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାରି ଗାଁରେ ଘଟିଛି ଏପରି ଏକ ଦୁ‍ଃଖଦ ଘଟଣା। ମୃତକମାନେ ହେଲେ କାଣ୍ଡେ ମୁଣ୍ଡା,…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ, ୨…

କଟକ: ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ । ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ । କଟକ ଜିଲ୍ଲା କାନପୁର ଥାନା ଋଷିପଡା ନିକଟରେ ଘଟିଛି ଏପରି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। ମୃତ ଦୁଇ ଜଣ ଯୁବକ ବଡ଼ମ୍ବା ବେଲିଆପାଳ ଗ୍ରାମର ମୁନା ସାହୁ ଏବଂ ରାକେଶ ପଣ୍ଡା ବୋଲି ଜଣାପଡିଛି । ଖବର ପାଇ କାନପୁର ପୁଲିସ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ; ମା’…

କଟକ: ସ୍କୁଟିକୁ ଧକ୍କା ଦେଲା ଟ୍ରକ । ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ସଡ଼କ ଦୁର୍ଘଟଣା କଟକ ନୂଆବଜାର ଛକରେ ଘଟିଛି । ସ୍କୁଟିରେ ବାପା, ମାଆ ଓ ଝିଅ ଯାଉଥିବା ବେଳେ ନୂଆବଜାର ଛକରେ ଚଢ଼ିଗଲା ଟ୍ରକ୍। ଦୁର୍ଘଟଣାରେ ମା’ର…

ଯାତ୍ରୀବାହୀ ପିକଅପ୍ ଭ୍ୟାନକୁ ଧକ୍କା…

ଝାରସୁଗୁଡ଼ା: ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ୪ଜଣଙ୍କ ଜୀବନ, ୯ ଜଣ ଗୁରୁତର । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜୁନିୟନ୍‌ ଛକରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳ ପ୍ରାୟ ୧୦ ଟା ୩୦ ମିନିଟରେ ଲଖନପୁର…

ବୋଲେରୋକୁ ପିଟିଲା ହାଇୱା; ଜଣେ ମୃତ, ୧୦…

ଭଦ୍ରକ: ବୋଲେରୋକୁ ପିଟିଲା ହାଇୱା । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଆରଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋକୁ ସାମ୍ନାରୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା । ବାଲେଶ୍ୱର ଜିଲ୍ଲାର କିଛି ଲୋକ ପୁରୀ ଯାଇଥିଲେ ।…

ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର,…

ପାରାଦ୍ଵୀପ: ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ। ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ଯ୍ୟ କରୁଥିବା…

ଦଶାହ କାମକୁ ଯିବା ବାଟରେ ହେଲା…

ଭଦ୍ରକ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଆଜି ବାରଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩…