ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Republic Day

ଦେଶ ପାଳୁଛି ୭୫ତମ ଗଣଣତନ୍ତ୍ର ଦିବସ,…

ନୂଆଦିଲ୍ଲୀ: ଭାରତ ଆଜି ପାଳୁଛି  ୭୫ତମ ଗଣଣତନ୍ତ୍ର ଦିବସ । ଆଜିର ଏହି ପବିତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ ସହ ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି…

ସାଧାରଣତନ୍ତ୍ର ଦିବସ ପୂର୍ବରୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବର୍ତ୍ତା ଦେଇଛନ୍ତି। ଏଥିସହ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର…

କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ପତାକା…

ନୂଆଦିଲ୍ଲୀ: ଆଜି ଭାରତ ପାଳନ କରୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ସୃଷ୍ଟି ହୋଇଛି ନୂଆ ଇତିହାସ। ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ପରମ୍ପରା ଅନୁସାରେ, ଜାତୀୟ ପତାକା ଉତ୍ତୋଳନା ସହ ୨୧ ତୋପର ସଲାମୀ ଓ…

ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର…

ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗରେ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ । ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେବ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଭାଗନେବେ…

ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ…

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର…

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ…

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ଯକ୍ରମ ୧୦ ତାରିଖରେ ଗୃହ…

ଉତ୍ତମ କାର୍ଯ୍ଯ ଓ ଉଲ୍ଲେଖନୀୟ ସେବା ପାଇଁ…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ଯ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ସେମାନଙ୍କ ମଧ୍ଯରୁ ୬୬୨ ଜଣଙ୍କୁ ଉତ୍କୃଷ୍ଟ ସେବା, ୮୮ ଜଣଙ୍କୁ ଉଲ୍ଲେଖନୀୟ…

ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କେଉଁ…

ଭୁବନେଶ୍ବର: ରାଜ୍ଯରେ ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରକାଶ ପାଇଛି।ସମ୍ବଲପୁର- ମନ୍ତ୍ରୀ ନିରଞ୍ଜନ ପୂଜାରୀକଟକ- ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନୟାଗଡ଼- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକମୟୁରଭଞ୍ଜ- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ…

ସାଧାରଣତନ୍ତ୍ର ଦିବସ ପାଇଁ ଆତଙ୍କବାଦୀ…

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ଗ୍ରହଣ କରିଛି।ଭାରତର ୭୫ ତମ ସାଧାରଣତନ୍ତ୍ର…

ଏଣିକି ଜାନୁଆରୀ ୨୩ରୁ ପାଳନ ହେବ…

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବ ଜାନୁଆରୀ ୨୪ ତାରିଖରୁ ପାଳନ କରାଯାଇ ଆସୁଥିବା ବେଳେ ଏଣିକି ଜାନୁଆରୀ ୨୩ ତାରିଖରୁ ଏହା ଆରମ୍ଭ ହେବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖରେ ପଡ଼ୁଥିବାରୁ ଏହି ଦିବସକୁ ଉତ୍ସବରେ ସାମିଲ…