ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Rayagada

ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଚାଲିଥିଲା…

ରାୟଗଡ଼ା: ଚାଲିଥିଲା ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ୍ । ହଠାତ ମାଡିବସିଲା ଏସଟିଏଫ୍ ଟିମ୍ । ବ୍ରହ୍ମପୁର- ରାୟଗଡ଼ା ରାସ୍ତା ଆଖୁସିଂ ଛକରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ୍। ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ବେପାରୀମାନେ ହେଲେ ସାମସାନ…

ମୁନିଗୁଡ଼ା ରେଞ୍ଜରେ ମହାରାଷ୍ଟ୍ର ବାଘର…

ମୁନିଗୁଡ଼ା: ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳରେ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘର ଉପସ୍ଥିତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ୪ ରାଜ୍ୟ ଡେଇଁ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ଏବେ ମୁନିଗୁଡା ରେଞ୍ଜ ଦହିଖାଲ ଅଞ୍ଚଳରେ ବୁଲୁଛି। ଗତ କିଛିଦିନ ହେବ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମହାବଳର…

ରାୟଗଡ଼ା ଜିଲ୍ଲାରେ…

ରାୟଗଡ଼ା: ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ…

ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ…

ରାୟଗଡ଼ା: ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଐତିହାସିକ ଲକ୍ଷ୍ମୀ ବସ୍ । ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ପରିବହନ ଯୋଜନା ‘ଲକ୍ଷ୍ମୀ’ ଅନ୍ତର୍ଗତ ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳର…

ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ରେ ପହଞ୍ଚିଲା…

ରାୟଗଡ଼ା/ ଗୁଡ଼ାରୀ/ କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାରେ ଡ୍ରୋନ୍ ସ୍ବାସ୍ଥ୍ୟସେବା ନେଟ୍‌ୱର୍କ ଶୁଭାରମ୍ଭ ହୋଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଶୁଭାରମ୍ଭ ହୋଇଯାଇଛି।…

ରାୟଗଡା ଜିଲ୍ଲାରେ ଆସନ୍ତା ୨୫ରୁ ଗଡିବ…

ରାୟଗଡା: ରାୟଗଡା ଜିଲ୍ଲାରେ ଆସନ୍ତା ୨୫ରୁ ଗଡିବ ଲକ୍ଷ୍ମୀ ବସ୍ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାର ୧୧ଟି ବ୍ଲକରେ ଆସନ୍ତା ୨୫ ତାରିଖରେ ଲକ୍ଷ୍ମୀ ବସ ଗଡ଼ିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ…

ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ,…

ରାୟଗଡ଼ା: ନିଆଳି ପରେ ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ମାତିଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମରିଥିବା ସୂଚନା ମିଳିଛି । ଛେଳି ଗୁଡିକୁ ଚରାଇବାକୁ ନେଇଥିବା ବେଳେ ବର୍ଷା ଯୋଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ…

ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ…

ରାୟଗଡା/ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟରେ ନିୟୋଜିତ ଜଣେ ପିଅନ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି…

ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ…

ରାୟଗଡ଼ା: ରାସ୍ତା ମଝିରେ ହଙ୍ଗାମା କଲେ ଗଜରାଜ । ଚଳନ୍ତା ବସକୁ ଅଟକାଇ ଆକ୍ରମଣ କଲା ହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ବସ୍ ଯାତ୍ରୀମାନେ…

ଗାଧୋଇବାବେଳେ ବଂଶଧାରା ନଦୀରେ ଭାସି ୨…

ଗୁଣପୁର: ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ୨ ଶିଶୁ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବପୀଠରେ ଆଜି ଅଭାବନୀୟ ଘଟଣା ଘଟିଛି। ବଂଶଧାରା ନଦୀ ପାଣି ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି ଦୁଇଜଣ । ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ (ବୟସ ୯) ଆଉ ଜଣେ ନାବାଳିକା…