ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ravenshaw University

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++…

କଟକ : ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି। NAAC(National Assessment and Accreditation Council)ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । ନାକ୍‌ର ଏକ ୫ ଜଣିଆ ଟିମ୍  ଗତ ୨୦…

ଯୁକ୍ତ ଦୁଇ ପ୍ରଥମ କଟଅଫ୍ ମାର୍କ ପ୍ରକାଶ;…

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ପ୍ରଥମ କଟଅଫ୍ ମାର୍କ । ଳା, ବାଣିଜ୍ୟ ଏବଂ ବିଜ୍ଞାନରେ କଟକର ରେଭେନ୍ସା ଆଗରେ । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍‌ । ବିଜେବି କଲେଜରେ ବିଜ୍ଞାନରେ ୮୯ ପ୍ରତିଶତ, ବାଣିଜ୍ୟରେ ୭୩ ପ୍ରତିଶତ, ବାଲେଶ୍ବର ଏଫଏମ କଲେଜରେ ବିଜ୍ଞାନରେ…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଜ…

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ସମାଜଶାସ୍ତ୍ରରେ ଗବେଷଣାର ପଦ୍ଧତି ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ଵେତା ପ୍ରସାଦ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଆଲୋଚନା ରଖିଥିଲେ । ଏହି ଆଲୋଚନା…

ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜିରେ ପୂରଣ…

କଟକ : ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌‌ମେଣ୍ଟ ସିଷ୍ଟମ୍‌‌ (ସାମ୍‌‌ସ) ଦ୍ୱାରା ରାଜ୍ୟରେ ସ୍ନାତକୋତ୍ତର(ପିଜି) ନାମଲେଖା ହେଉଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଥିବା ସିଟ୍‌‌ରେ ମାର୍କ ଅନୁଯାୟୀ, ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। କିନ୍ତୁ ସାମ୍‌‌ସ ପକ୍ଷରୁ ଏବେ ସୁଦ୍ଧା ୩ଟି ପର୍ଯ୍ୟାୟରେ…

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର…

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ଏବଂ ଭାରତୀୟ ବାଣିଜ୍ୟ ପ୍ରତିଷ୍ଠାନର ମିଳିତ ସହଯୋଗରେ ସମାଜ ବିଜ୍ଞାନର ଗବେଷଣା କ୍ଷେତ୍ର, କ୍ଷେତ୍ର ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ର ଗବେଷକ ଦୃଷ୍ଟିକୋଣରୁ ଶିକ୍ଷଦାନ ଏବଂ ଗବେଷଣା ଶୀର୍ଷକରେ ଏକ ଜାତୀୟ ଆଲୋଚନାଚକ୍ର କଟକସ୍ଥିତ ହୋଟେଲ ଦ୍ଵାରକାଠାରେ…

ରେଭେନ୍ସା ଛାତ୍ରଛାତ୍ରୀ ଆନ୍ଦୋଳନ କଟକଣା…

କଟକ: ରେଭେନ୍ସା ଛାତ୍ରଛାତ୍ରୀ ଆନ୍ଦୋଳନ କଟକଣା ବିଜ୍ଞପ୍ତି ପ୍ରସଙ୍ଗ । ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର । ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବାକୁ ନୋଟିସ ଜାରି ହୋଇଛି।ପୂର୍ବ ବିଜ୍ଞପ୍ତି ଅନୁଯାଯୀ, ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଗେଟ ସାମ୍ନା , ରାସ୍ତାରେ ଧାରଣା ଦେଲେ…

ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡାକଡ଼ି…

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡାକଡ଼ି ହେଲା ନିୟମ । ଏଣିକି ଛାତ୍ରଛାତ୍ରୀ ନିୟମ ନ ମାନିଲେ ହେବ ଦୃଢ଼ କାର୍ଯ୍ଯାନୁଷ୍ଠାନ । ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଗେଟ ସାମ୍ନା , ରାସ୍ତାରେ ଧାରଣା ଦେଲେ ବିଶ୍ଵବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ ଓ ବହିଷ୍କାର ନିଲମ୍ବନ ହେବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ…

ପ୍ରକାଶ ପାଇଲା ରେଭେନ୍ସା…

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଯୋଗୁଁ କିଛି ବିଭାଗରେ ସ୍ନାତକ ୫ମ ସିମେଷ୍ଟର୍ ଏବଂ ବିଇଡି ୫ମ ଓ ୭ମ ସିମେଷ୍ଟର୍ ପରୀକ୍ଷା ବନ୍ଦ କରାଯାଇଥିଲା। କିଛି ବିଷୟରେ ପରୀକ୍ଷା ହୋଇଥିବାବେଳେ ଅନ୍ୟ କିଛି ବିଷୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଉକ୍ତ ବିଷୟଗୁଡିକରେ ପରୀକ୍ଷା କରିବାକୁ…

ଚିନ୍ତା ବଢାଉଛି କରୋନା; ରେଭେନ୍ସା…

କଟକ: ଚିନ୍ତା ବଢାଇଛି କରୋନା। ଏବେ ଶିକ୍ଷାନୁଷ୍ଠାନ ଗୁଡିକରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନକୁ ଏକ ପ୍ରାକାର ଚିନ୍ତାରେ ପକାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁଜି ଓ ପିଜି ରେଗୁଲାର୍, ବ୍ୟାକ…