ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ratha Yatra

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା, ଆଡପ…

ବାରିପଦା:  ପରମ୍ପରା ଅନୁଯାୟୀ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରବିବାର ତିନିଦିଅଁଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ଶେଷ ହୋଇଛି । ତିନି ଠାକୁର ଆଡପ ମଣ୍ଡପରେ ବିଜେ କରିଛନ୍ତି । ସକାଳେ ଦର୍ଶନ ପାଇଁ ଭକ୍ତଙ୍କ…

ଆଜି ଆଡ଼ପ ମଣ୍ଡପ ବିଜେ, ଦିନତମାମ୍‌‌ ରଥ…

ପୁରୀ: ନବଦିନାତ୍ମକ ଯାତ୍ରାରେ ବାହାରି ବଡ଼ଦାଣ୍ଡରେ ଭଉଣୀ ସହ ଅଟକି ଥିଲେ କାଳିଆ ଠାକୁର। ବୁଧବାର ସକାଳେ ପୁନଶ୍ଚ ନନ୍ଦିଘୋଷ ଏବଂ ଦେବଦଳନ ରଥ ଟଣାଯାଇଥିଲା। ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ଯାଇଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ…

ବଡ଼ଦାଣ୍ଡରେ ବିଶ୍ବ ନିୟନ୍ତା: ସରିଲା…

ପୁରୀ: ଶେଷ ହେଲା ପହଣ୍ଡି ଯାତ୍ରା। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଶ୍ରୀଜିଉ। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ସଠିକ ସମୟରେ…

ଚାଲିଛି ଶ୍ରୀଜିଉଙ୍କ ପହଣ୍ଡି: ଟାହିଆ…

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । କୋଳାହଳରେ ଫାଟି ପଡୁଛି ବଡ଼ଦାଣ୍ଡ। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ । ଏହାରି ମଧ୍ୟରେ ଆରମ୍ଭ ହୋଇଛି ପହଣ୍ଡି ବିଜେ। ପ୍ରଥମେ ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରିଛନ୍ତି ଚକ୍ରରାଜ…

ଶ୍ରଦ୍ଧାଳୁଙ୍କ ଗମନାଗମନ ପାଇଁ…

ଭୁବନେଶ୍ୱର: ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ମୋ ବସ୍‌‌। ରଥ ଯାତ୍ରା ପାଇଁ ସାରା ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ଚିନ୍ତାମୁକ୍ତ ଗମାନଗମନ ଅନୁଭୂତିକୁ ସୁନିଶ୍ଚିତ କରିବା ସହ ଏହି ଉତ୍ସବ ସମୟରେ ଗମନାଗମନ ଅନୁଭବକୁ ଯଥା ସମ୍ଭବ ସହଜ କରିବା ପାଇଁ କ୍ରୁଟ୍‌‌ ପକ୍ଷରୁ…

ରାତି ପାହିଲେ ଘୋଷଯାତ୍ରା: ଜାଣନ୍ତୁ…

ରଥ ଯାତ୍ରା ପାଇଁ ପୁରୀ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। କେମିତି ସୁରୁଖୁରରେ ଏଇ ନବଦିନାତ୍ମକ ଯାତ୍ରା ହେବ, ସେଥିପାଇଁ ସମସ୍ତେ ବ୍ୟସ୍ତ। ଭକ୍ତଙ୍କ ପାଇଁ ତ କାଳିଆର ଏ ଯାତ୍ରା। ଭକ୍ତମାନେ ଯେମିତି ଆସିବା ଓ ଫେରିବାରେ ହଇରାଣ ନ ହେବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଆୟୋଜନ ହୋଇଛି। କେଉଁ ବାଟ…

ଆଜି ଦଶମୀରେ ସମ୍ପନ୍ନ ହେବ ଚକା ବିଜେ…

ପୁରୀ: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ବାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଓଷ ଲାଗି ନୀତି ଚାଲିଥିବାବେଳେ ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ବିଜେ…

ଆଜି ଶେଷ ରଥ ସମନ୍ୱୟ ବୈଠକ, ସମୀକ୍ଷା…

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ, ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବେ। ଆସନ୍ତା…

ଆଜିଠୁ ରତ୍ନସିଂହାସନରେ ଦର୍ଶନ ଦେବେ…

ପୁରୀ : ଶେଷରେ ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରିନାଥ। ଦେବସ୍ନାନ ପୂର୍ଣ୍ଣିମାଠାରୁ ଅର୍ଥାତ୍‍ ୨୯ ଦିନ ଧରି ଖାଲିପଡ଼ିଥିବା ରତ୍ନବେଦି ଚତୁର୍ଦ୍ଧାବିଗ୍ରହଙ୍କ ଅବସ୍ଥାନ ପରେ ପୁଣି ପୂରିଉଠିଛି। ଏହାସହିତ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳିତବର୍ଷ ଘୋଷଯାତ୍ରା ପରିସମାପ୍ତି ଘଟିଛି।…

ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିପିଙ୍କ…

ପୁରୀ : ରାଜ୍ୟରେ ଦୈନିକ କୋଭିଡ୍‍ ସଂକ୍ରମଣ କ୍ରମାଗତ ଭାବେ ଉପର ମୁହାଁ ହୋଇ ରହିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ବର୍ଷ ପରେ…